BS STATUS UP 0.2

ନମସ୍କାର, ମୁଁ ଆପଣଙ୍କ ପାଇଁ ନୀତିଶିକ୍ଷା ଓ ଅନେକ shorts ମନୋରଞ୍ଜନ ପାଇଁ ଏହି ଚାନେଲରେ ଆଣିବି। ଯାହା ଆଣମାନଙ୍କୁ କିଛି ଶିକ୍ଷା ସହ mindfresh ମଧ୍ୟ ହୋଇ ପାରିବ ଏବଂ ଏଥିରେ କିଛି କିଛି ବ୍ୟକ୍ତିଗତ ଜୀବନର travels Video ମଧ୍ୟ ଆଣିବି, କାରଣ Duty ସମୟରେ ଅନେକ ନୂଆ ନୂଆ ସ୍ଥାନ ଦେଖିବାକୁ ମିଳିଥାଏ, ଯେଉଁ ସ୍ଥାନଗୁଡ଼ିକ ମୋତେ ପସନ୍ଦ ଲାଗିଲା ସେହିସ୍ଥାନର view ପୋଷ୍ଟ କରିଥାଏ ।