ସଙ୍ଗମନେ ମୁଁ ସୁନାକାର ଆପଣଙ୍କୁ ସ୍ୱାଗତ କରୁଛି ମୋର ଏହି ନୂଆ ୟୁଟୁବ ଚାନେଲ YT income review କୁ | ଏଠାରେ ମୁଁ ୟୁଟୁବ , ସେୟାର ମାର୍କେଟ 📈📉ଏବଂ investment ସଂପର୍କିତ ଭିଡିଓ ଆଣିଥାଏ | ଜଦି ମୋର ଏହି ଛୋଟ ପ୍ରୟାଶ ଆପଣଙ୍କୁ ଭଲ ଲାଗେ ତାହାଲେ ଭିଡ଼ିଓ କୁ like କରନ୍ତୁ share କରନ୍ତୁ | ଆମର ଏହି ନୂଆ ଚାଁନେଲା କୁ subscribe କରିରଖନ୍ତୁ ଏବଂ ପାଖରେ ଥିବା Bell icon 🔔 କୁ ମଧ୍ୟ ପ୍ରେସ୍ର କରିଦିଅନ୍ତୁ କାରଣ ଏହି ଚାଁନେଲ ରେ ଭିଡ଼ିଓ ଉପଲୋଡ ହେଲେ ପ୍ରଥମେ ଆପଣଙ୍କୁ ନୋଟିଫିକେସନ ଯିବ | ଏହା ପୁରା ଲାଇଫ ଟାଇମ୍ ମାଗଣା ଅଟେ | ଦୟାକରି subscribe କରି ଭାଈ କୁ suppot କରନ୍ତୁ | ଧନ୍ୟବାଦ ଆପଣଙ୍କ ମୂଲ୍ୟବାନ ସମୟ ଦେଇଥିବା | ଭିଡ଼ିଓ ଦେଖିଥିବାରୁ ଧନ୍ୟବାଦ...... |
ପ୍ରତିକାର -:
"Yt Income Review" ୟୁଟ୍ୟୁବ୍ ଚ୍ୟାନେଲ୍ କେବଳ ଏକ ଶିକ୍ଷାଗତ ପ୍ଲାଟଫର୍ମ ଏବଂ ଏହା SEBI ନିୟମାବଳୀ ଅନୁଯାୟୀ ପଞ୍ଜିକୃତ ହୋଇନାହିଁ | ଏଥିରେ ଅଂଶୀଦାର ହୋଇଥିବା ପୋଷ୍ଟ, ରେଫରେନ୍ସ ଏବଂ କଲ୍ କେବଳ ଶିକ୍ଷାଗତ ଉଦ୍ଦେଶ୍ୟ ପାଇଁ ଉଦ୍ଦିଷ୍ଟ | ଏହା ବିନିଯୋଗ ପରାମର୍ଶ ଗଠନ କରେ ନାହିଁ | ଏହି ଚ୍ୟାନେଲରେ ଥିବା ବିଷୟବସ୍ତୁର ସମୟାନୁବର୍ତ୍ତୀତା, ସଠିକତା, ଲାଭ କିମ୍ବା ଉପଯୁକ୍ତତା ବିଷୟରେ ଆମେ କଣସି ପ୍ରତିନିଧିତ୍ୱ କରୁନାହୁଁ ଏବଂ କଣସି ଅନିୟମିତତା କିମ୍ବା ଭୁଲ୍ ପାଇଁ ଦାୟୀ ରହିବୁ ନାହିଁ |
Shared 10 months ago
7 views