ସଙ୍ଗମନେ ମୁଁ ସୁନାକାର ଆପଣଙ୍କୁ ସ୍ୱାଗତ କରୁଛି ମୋର ଏହି ନୂଆ ୟୁଟୁବ ଚାନେଲ YT income review କୁ | ଏଠାରେ ମୁଁ ୟୁଟୁବ , ସେୟାର ମାର୍କେଟ 📈📉ଏବଂ investment ସଂପର୍କିତ ଭିଡିଓ ଆଣିଥାଏ | ଜଦି ମୋର ଏହି ଛୋଟ ପ୍ରୟାଶ ଆପଣଙ୍କୁ ଭଲ ଲାଗେ ତାହାଲେ ଭିଡ଼ିଓ କୁ like କରନ୍ତୁ share କରନ୍ତୁ | ଆମର ଏହି ନୂଆ ଚାଁନେଲା କୁ subscribe କରିରଖନ୍ତୁ ଏବଂ ପାଖରେ ଥିବା Bell icon 🔔 କୁ ମଧ୍ୟ ପ୍ରେସ୍ର କରିଦିଅନ୍ତୁ କାରଣ ଏହି ଚାଁନେଲ ରେ ଭିଡ଼ିଓ ଉପଲୋଡ ହେଲେ ପ୍ରଥମେ ଆପଣଙ୍କୁ ନୋଟିଫିକେସନ ଯିବ | ଏହା ପୁରା ଲାଇଫ ଟାଇମ୍ ମାଗଣା ଅଟେ | ଦୟାକରି subscribe କରି ଭାଈ କୁ suppot କରନ୍ତୁ | ଧନ୍ୟବାଦ ଆପଣଙ୍କ ମୂଲ୍ୟବାନ ସମୟ ଦେଇଥିବା | ଭିଡ଼ିଓ ଦେଖିଥିବାରୁ ଧନ୍ୟବାଦ...... |
ପ୍ରତିକାର -:
"Yt Income Review" ୟୁଟ୍ୟୁବ୍ ଚ୍ୟାନେଲ୍ କେବଳ ଏକ ଶିକ୍ଷାଗତ ପ୍ଲାଟଫର୍ମ ଏବଂ ଏହା SEBI ନିୟମାବଳୀ ଅନୁଯାୟୀ ପଞ୍ଜିକୃତ ହୋଇନାହିଁ | ଏଥିରେ ଅଂଶୀଦାର ହୋଇଥିବା ପୋଷ୍ଟ, ରେଫରେନ୍ସ ଏବଂ କଲ୍ କେବଳ ଶିକ୍ଷାଗତ ଉଦ୍ଦେଶ୍ୟ ପାଇଁ ଉଦ୍ଦିଷ୍ଟ | ଏହା ବିନିଯୋଗ ପରାମର୍ଶ ଗଠନ କରେ ନାହିଁ | ଏହି ଚ୍ୟାନେଲରେ ଥିବା ବିଷୟବସ୍ତୁର ସମୟାନୁବର୍ତ୍ତୀତା, ସଠିକତା, ଲାଭ କିମ୍ବା ଉପଯୁକ୍ତତା ବିଷୟରେ ଆମେ କଣସି ପ୍ରତିନିଧିତ୍ୱ କରୁନାହୁଁ ଏବଂ କଣସି ଅନିୟମିତତା କିମ୍ବା ଭୁଲ୍ ପାଇଁ ଦାୟୀ ରହିବୁ ନାହିଁ |
YT income review
ଏହି ଆଲୋକର ପର୍ବ ଦୀପାବଳି ଆପଣ ଏଵଂ ଅପଙ୍କର ପରିବାର ପାଇଁ ବହତୁ ସୁଖ ଓ ସମୃଦ୍ଧି ଆଣିଦଉ ପ୍ରଭୂ ଶ୍ରୀ ରାମ ଙ୍କ ନିକରେ ଏତିକି ପ୍ରାର୍ଥନା 🙏🙏
|| *ପ୍ରଭୂ ଶ୍ରୀ ରାମ ଆସିଲେ* ||
|| *ଏଥର ସୁଖ ଓ ସମୃଦ୍ଧି ବି ଆସିବ* ||
"""" *ଜୟ ଶ୍ରୀ ରାମ* """""
10 months ago | [YT] | 1
View 0 replies
YT income review
🌱 "ଧର୍ଯ୍ୟ ହେଉଛି ଇନଭେଷ୍ଟମେଣ୍ଟ ର ସବୁଠୁ ବଡ଼ ଶକ୍ତି।
ଦିନ କୁ ନୁହେଁ, ବର୍ଷ କୁ ଭାବି ନିବେଶ କରନ୍ତୁ।
ସମୟ ହେଉଛି ସେହି ମାୟାବୀ ଶକ୍ତି, ଯାହା ଆପଣଙ୍କ ଟଙ୍କାକୁ ସମ୍ପତ୍ତିରେ ପରିଣତ କରିଦିଏ।" 💹
11 months ago | [YT] | 1
View 0 replies
YT income review
Good News for Suzlon Energy Share Holders 💥💥💥💥💥 Suzlon Energy Result Out
1 year ago | [YT] | 1
View 0 replies
YT income review
ବେପାର/ ବାଣିଜ୍ୟ ରେ ଲାଭ (Profit) କହିଲେ କଣ ବୁଝିବା ?
1 year ago | [YT] | 1
View 0 replies
YT income review
IRFC Q3 Results Out 🔥🔥🔥🔥
1 year ago | [YT] | 0
View 0 replies
YT income review
India’s retail inflation data news | Good news for Market ❣️❣️❣️
1 year ago (edited) | [YT] | 1
View 0 replies
YT income review
KPIT Share price target 🎯🎯🎯 2024 to 2030 🎯🎯 This is not recommendation ❌❌❌
2 years ago (edited) | [YT] | 2
View 0 replies
YT income review
Varun Beverages company କୁ ଭଲ ଭାବେ ଜାଣନ୍ତୁ ଏହି ଭିଡିଓରେ / ଆପଣଙ୍କ ନିଦ ହଜିଯିବ !!!👇👇👇
କିଛି ଶିଖିବାକୁ ମିଳିଲେ Channel କୁ Subscribe କରିବେ |
2 years ago (edited) | [YT] | 0
View 0 replies
YT income review
ଆପଣ ନୂତନ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଭାବେ କାହାକୁ ଦେଖିବା ଚାହୁଛନ୍ତି ?
2 years ago | [YT] | 2
View 0 replies
YT income review
ସେୟାର ବଜାର ଲାହୁଲୁହାନ 📈📈
ଦେଖନ୍ତୁ ଏହି ଭିଡିଓ
2 years ago | [YT] | 1
View 0 replies
Load more