@Malkangiri Swag

Hello ମାଲକାନଗିରି ଜୁହାର,🙏

👉ମାଲକାନଗିରି ଆଦିବାସୀ ସଂସ୍କୃତି ଏବଂ କାର୍ଯ୍ୟକଲାପ ଏହି ମୋର ଛୋଟିଆ ଚେନେଲ ମାଧ୍ୟମ ରେ ଦେଖିପାରିବେ ।

👉ଆମକୁ ଚାନେଲ ମାଧ୍ୟମ ରେ ସହଯୋଗ କଲେ ଆମେ ଆମ ଅଂଚଳର କାର୍ଯ୍ୟକ୍ରମ ଆପଣଙ୍କ ନିକଠ ରେ ପହଂଚାଇପାରିବୁ ।

👉ଆମେ ଆମ ଜ଼ିଲ୍ଲା ରେ ଅନୁଷ୍ଠିତ ସମସ୍ତ କାର୍ଯ୍ୟକ୍ରମ ସବୁ ସ୍ଥାନ ରେ ପହଂଚାଇବା ପାଇଁ ଚେଷ୍ଟା ଜାରି ରଖିବୁ।

👉ଘଞ୍ଚଜଙ୍ଗଲ , ପାହାଡ ପର୍ବତ , ନଦୀ , ଝରଣା , ଜଳାପ୍ରପାତ ଥିବା ଦର୍ଶନୀୟ ସ୍ଥାନ ସବୁ ଏହି ଚାନେଲ ମାଧ୍ୟମ ରେ ଦେଖି ଉପବଗ କରିପାରିବେ.
👉ମୋନରଞ୍ଜନ ଭିଡ଼ିଓ ମଧ୍ୟ ଏହି ଚେନେଲ ମାଧ୍ୟ୍ୟମରେ ଦେଖିପାରିବେ.

👉 ଚେନେଲ କୁ like , share au subscribe କରିବାକୁ ଭୁଲିବେ ନାହିଁ

l ଧନ୍ୟଵାଦ l
l ଜୁହାର୍ l


2:15

Shared 11 months ago

8.5K views

3:49

Shared 2 years ago

1.7K views