Sangram Keshari Senapati

Sangram Keshari Senapati is an Indian writer, entrepreneur, and founder of Shubhapallaba Magazine, Publication, e-commerce Store. He is a regular contributor on Odia Wikipedia, Odia Wikisource, and other Wikimedia projects like Wikidata, Commons Wikimedia.
Sangram is also the founder of Gapu Photography Club (www.gapuphotography.com).

ମୁଁ ସଂଗ୍ରାମ କେଶରୀ ସେନାପତି । ଜଣେ ଓଡ଼ିଆ ଭାବରେ ଓଡ଼ିଆ ଭାଷାର ଉନ୍ନତି ପାଇଁ କିଛି କିଛି କାମ କରୁଛି ।
୨୦୧୪ରୁ ଓଡ଼ିଆ ଉଇକିପଡ଼ିଆ ସ‌ହ ଯୋଡ଼ି ହୋଇ ରହିଛି । ବିଭିନ୍ନ ପତ୍ରିକାରେ ମୋର ଲେଖା ପ୍ରକାଶ ପାଇବା ପରେ ୨୦୧୮ ନବବର୍ଷରୁ ନିଜ ସମ୍ପାଦନାରେ ପ୍ରଥମ ଇ-ପତ୍ରିକା "ନବପଲ୍ଲବ" ପ୍ରକାଶ କରୁଛି । ଏହି ପତ୍ରିକାର ଅଡ଼ିଓ ମଧ୍ୟ ଏହି ଚେନାଲରେ ଅପ୍‌ଲୋଡ୍ କରୁଛି । ଅବଶ୍ୟ ବିଭିନ୍ନ ମ‌ହଲରୁ ସବୁବେଳେ ସାହାଯ୍ୟ ମିଳୁଛି । ସଭିଙ୍କୁ ଧନ୍ୟବାଦ ଦେବା ସ‌ହ ମୋର ଏହି ଚେନାଲ୍‌ଟିକୁ ସବ୍‌ସ୍କ୍ରାଇବ୍ କରିବାକୁ ସଭିଙ୍କୁ ଅନୁରୋଧ ।


0:26

Shared 2 months ago

11 views