"ନମସ୍କାର ବନ୍ଧୁଗଣ!

ମୁଁ ଆପଣଙ୍କର ପ୍ରିୟର Mr Odia Vlog (Mr ଓଡ଼ିଆ Vlog)। ମୋର ଏହି ଚାନେଲରେ ଆପଣମାନେ ଓଡ଼ିଶାର ସୁନ୍ଦର ସୁନ୍ଦର ପର୍ଯ୍ୟଟନ ସ୍ଥଳୀ, ପୁରାତନ ମନ୍ଦିରର ଇତିହାସ, ଗାଁ ଗହଳିର ଜୀବନଶୈଳୀ ଏବଂ ବିଭିନ୍ନ ଯାତ୍ରା ବ୍ଲଗ୍ ଦେଖିବାକୁ ପାଇବେ।

ଯଦି ଆପଣ ଜଣେ ଓଡ଼ିଆ ଏବଂ ନିଜ ଭାରତ ମାଟିକୁ ଭଲ ପାଆନ୍ତି, ତେବେ ଏହି ଚାନେଲଟିକୁ ନିଶ୍ଚିତ Subscribe, Share, Like & Comment କରନ୍ତୁ ଏବଂ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ।

ଜୟ ଜଗନ୍ନାଥ! 🙏"