ଭାରତର ଏକ ପ୍ରମୁଖ ସାମ୍ବାଦିକତା ଓ ଗଣ ଯୋଗାଯୋଗ ଶିକ୍ଷାନୁଷ୍ଠାନ ‘ଭାରତୀୟ ଜନ ସଞ୍ଚାର ସଂସ୍ଥାନ’ । ୨୦୨୪ରେ ଏହା ଡିମ୍ଡ୍ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଛି । ୧୯୬୫ ମସିହା ଅଗଷ୍ଟ ୧୭ ତାରିଖରେ ନୂଆଦିଲ୍ଲୀରେ ଏହି ସଂସ୍ଥାନ ଖୋଲିଥିଲା । ବିଶ୍ୱବିଦ୍ୟାଳୟର ପ୍ରଥମ ଶାଖା ଢେଙ୍କାନାଳରେ ୧୯୯୩ ମସିହାରେ ପ୍ରତିଷ୍ଠା ହୋଇଥିଲା । ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି) ଢେଙ୍କାନାଳରେ ଇଂରାଜୀ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ ଏବଂ ଓଡ଼ିଆ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ ପ୍ରଦାନ କରାଯାଉଛି ।
IIMC Dhenkanal
ତୁରନ୍ତ ସୂଚନା ଯୁଗରେ ଓଡ଼ିଆ ସାମ୍ବାଦିକତା: ପ୍ରସଙ୍ଗ ଓ ଆହ୍ୱାନ
ଉପରେ ଏକ-ଦିବସୀୟ ଅନଲାଇନ ଆଲୋଚନାଚକ୍ର
9 months ago | [YT] | 4
View 0 replies
IIMC Dhenkanal
ଉତ୍କର୍ଷର ୨୫ ବର୍ଷ
9 months ago (edited) | [YT] | 7
View 0 replies
IIMC Dhenkanal
ଓଡ଼ିଆ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ
9 months ago (edited) | [YT] | 4
View 0 replies