Rajat puja local

Peace has her own victories,
Never less than those achieved by wars.
ହାରିବା ନଥିଲେ ଜିତିବାର ଖୁସି ଅନୁଭବ କରି ହେଇନଥାନ୍ତା
ଦୁଃଖ ନଥିଲେ ସୁଖ ର ମହତ୍ୱ କଣ ଜାଣି ହେଇନଥାନ୍ତା

ତାହେଲେ କୁହନ୍ତୁତ ସତରେ ଦୁଃଖର ମୂଲ୍ୟ ଅଧିକା ନା ସୁଖର
ହାରିବାର ମୂଲ୍ୟ ଅଧିକା ନା ଜିତିବାର??