"Sachetana Odisha" is the voice of Odisha – bringing you in-depth discussions on social issues, political analysis, fascinating stories of culture and traditions, and the latest news updates.
Our mission is to provide clear, factual, and thought-provoking information so that every Odia citizen becomes aware of their rights, responsibilities, and rich heritage.


'ସଚେତନl ଓଡିଶା' l ନୁଆଁ କଥା, ଅଂଚଳ ବାସୀ ଙ୍କ ର ବ୍ୟଥା l ଆମର ଭାଷା, ସାହିତ୍ୟ, ସଂସ୍କୃତି ଆଉ ପରମ୍ପରା ର ଗାଥା l ଖାନା ପିଇନା, ପିନ୍ଧନା ଉଢନା l ରାଜନୀତି ନୁ ନେଇ କରି ଅପରାଧ ତକ l ଆଉ ଲୁକର ସମସ୍ୟା ନୁ ନେଇ କରି ସୁନ୍ଦର ସୁନ୍ଦର ପର୍ଯ୍ୟଟନ ଠାନ ତକ l ସବୁ ଦେଖାମା, ସବୁ ସୁନାମା l ଇ ଚେନାଲ ମାଧ୍ୟମ ଥି ଆମେ ଆପଣଙ୍କର ସମସ୍ୟା କେ ଦେଖାମୁ ସଚେତନ କରମୁ ପ୍ରଶାସନ କେ ସରକାର କେ l ସେ ସମସ୍ୟା କେ ଦୂର କାରବାର ଲାଗି ବନମୁ ଆପଣଙ୍କ ଆବାଜ l ସଚେତନl ଓଡିଶା ଥି ଦେଖମା ଆମର ଅଂଚଳ, ଜିଲ୍ଲା, ରାଏଜ, ଦେଶ ଆଉ ବିଦେଶ ର ସବୁ ଟିକି ନିଖି ଖବର l ଆମର ସାଙ୍ଗେ ଜୁଡ଼ି ହଉନ ଆଉ ଦେଖୁଥାଉନ ସଚେତନl ଓଡିଶା l