Pinku & Mamuni Odia Vlogger in USA 😊

ଜୟ ଜଗନ୍ନାଥ| ନମସ୍କାର🙏
ମୁଁ କରିସ୍କା 🌝
ପୁରୀ ର ଝିଅ, କଟକ ବୋହୂ ଏବଂ ବର୍ତମାନ ରହୁଛି ଆମେରିକା ରେ|
ଏହା ମୋର ଏକ ଛୋଟ ପ୍ରୟାସ ମାତ୍ର | ଏହା ସଂପୂର୍ଣ୍ଣ ମୋ ନିଜର କଳା, ଚିନ୍ତାଧାରା ଏବଂ ନିତିଦିନ ଜୀବନ ଉପରେ ଆଧାରିତ | ଜୀବନରେ ଆଶା ଅନେକ କିନ୍ତୁ ତାହା ବାସ୍ତବରେ ସମ୍ଭବ କି ନୁହେଁ ତାହା ଆମର କର୍ମ ଓ ସମୟ କହିବ । ସଂସାରରେ ଥିବା ଯାଏଁ ସମସ୍ତଙ୍କୁ ଖୁସି ଦେବାକୁ ଚେଷ୍ଟା କରିବି| ସମସ୍ତଙ୍କ ଶରୀର ସୁସ୍ଥ ରହିବା ସହ ମଙ୍ଗଳ ହେଉ ଏହା ମୋର ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା|