ଜୟ ଜଗନ୍ନାଥ, ନମସ୍କାର ପ୍ରିୟ ବନ୍ଧୁଗଣ, GK techstar paku powered by GK enterprises ତରଫରୁ ମୁଁ ପ୍ରକାଶ ଆପଣ ସମସ୍ତଙ୍କୁ ସ୍ବାଗତ ଜଣାଉଛି। ଏହି ଚ୍ୟାନେଲ କେବଳ education purpose ପାଇଁ ଉଦ୍ଧିଷ୍ଟ । ଆମ ଚ୍ୟାନେଲ ମାଧ୍ୟମରେ ସମସ୍ତ ପ୍ରକାର ସରକାରୀ ଜନ କଲ୍ୟାଣକାରୀ ଯୋଜନା ବିଷୟରେ ଜାଣିବା, ସେଥିରୁ କେମିତି ଲାଭ ଉଠେଇବା ଏବଂ ସେଥିପାଇଁ କେମିତି ଆବେଦନ କରିବା ସବୁ ଜାଣିବାକୁ ପାଇବେ। ଅନ୍ୟାନ୍ୟ ଟେକ୍ନିକାଲ ମେସେଜ ଏବଂ ବହୁ ଘରୋଇ ଏବଂ ବେସରକାରୀ ସଂସ୍ଥା ମାନଙ୍କର ଜନ କଲ୍ୟାଣକାରୀ ଯୋଜନା ଏବଂ ସ୍କୁଲ କଲେଜ ମାନଙ୍କର ସମସ୍ତ ପ୍ରକାର ସୂଚନା ସମ୍ପୁର୍ଣ୍ଣ ଓଡ଼ିଆ ଏବଂ ପ୍ରାଞ୍ଜଳ ଭାବରେ ବୁଝାଇ ଦିଆଯାଏ। ତେଣୁ ଆପଣ ମାନଙ୍କୁ ବିନମ୍ର ଅନୁରୋଧ ଚ୍ୟାନେଲକୁ subscribe କରନ୍ତୁ। ଲାଇକ୍, କମେଣ୍ଟ, ଏବଂ ସେୟାର ମଧ୍ୟ କରନ୍ତୁ। ( ଜୟ ବଜରଙ୍ଗବାଲି ଜୟ ସୀତାରାମ )