joy creation world

50K subscriber କିଛି କଥା କିଛି ଗପ ,କିଛି କବିତା, କିଛି ଗୀତ,ଜୀବନର ଅନୁଭୂତି । ଏ ସମୟ ଫେରିଯିବ। ବୟସର ଇନ୍ଦ୍ରଧନୁ 🌈 ଫିକା ପଡିଯିବ। ମୁଁ ନଥିଲେ ବି ଥିବ ମୋ ଗୀତ, କବିତା, ଗପ ଓ ଭଲ କର୍ମ ର ସ୍ମୃତି ସଭିଙ୍କ ମନରେ
babuna114@gmail.com