Kalpana Ki Happy Dunia

ଜୟ ମା ଶାରଳା 🙏ଜୟ ବାବା ଗୋରେଖନାଥ 🙏 ଜୟ ଶ୍ରୀ ଜଗନ୍ନାଥ 🙏,
ମୋର ସବୁ ଗୁରୁଜନ ମାନଙ୍କୁ ମୋର ପ୍ରଣାମ,ମୁଁ Jagatsinghpur ମାଟି ର ଝିଅ, ମୁଁ ଗୋଟେ middle class family ରୁ ଆସିଛି..
ମୋର ଏଇ YouTube channel ରେ ମୋର daily routine vlog share କରୁଛି,
ଆପଣ ମାନେ ଯଦି ମତେ ଟିକେ ଭଲ ପାଇବାଦେବେ,ମୁଁ ଆଗକୁ ବଢ଼ିବାରେ ସମର୍ଥ ହେବି..🙏
ସେଥି ପାଇଁ ଆପଣ ମାନେ ମୋ channel କୁ ବହୁତ୍ ମାତ୍ରା ରେ support କରନ୍ତୁ,ଆଉ subscribe ବି କରିଦେବେ ଯାହା ଦ୍ଵାରା କି ଆପଣ ମାନେ ମୋ videos କୁ ପ୍ରଥମେ ଦେଖିପାରିବେ...
ଆଉ ହଁ like, share, comment କରିବାକୁ ବି ଭୁଲିବିନି...🙏