Khabar Plus Odisha

ସ୍ମାର୍ଟଫୋନ୍, ଟାବଲେଟ୍ ର ଡିଜିଟାଲ ଯୁଗରେ ସାରା ପୃଥିବୀ ମାତ୍ର ଗୋଟିଏ କ୍ଲିକ୍ ଦୂରରେ । ଖବର ବିନା ଜୀବନ , ଚିନ୍ତାର ବାହାରେ । ହେଲେ ଜୀବନ ଜଞ୍ଜାଳ ଓ ପେଶାର ଚାପରେ, ସମୟ ନାହିଁ ହାତ ମୁଠାରେ । ଏପରି ଚାରିଛକିରେ ଖବରକୁ – ଜୀବନ୍ତ ଚିତ୍ର ଭାବେ, ଆପଣଙ୍କ ପାଖରେ, ଆପଣଙ୍କ ସୁବିଧା ଅନୁସାରେ ଦେଖିବାର ସୁଯୋଗ ଦେଉଛି ଖବର ପ୍ଲସ ନ୍ୟୁଜ । ପରିବର୍ତ୍ତନର ପରିଭାଷା ଖବର । ଜୀବନର ପରିଚୟ ବିବର୍ତ୍ତନ । ସମୟ ସହ ବିବର୍ତନ ଆମକୁ କରିଛି ଅଧିକ ଜୀବନ୍ତ, ଅଧିକ ସମୟପଯୋଗୀ । କାରଣ ଆମର ବିଶ୍ୱାସ, କ୍ରମବିକାଶ ହିଁ ବିବର୍ତ୍ତନର ପଥ ପ୍ରଦର୍ଶକ ।


6:21

Shared 11 months ago

19 views