Maa Kalashree Creation

ନମସ୍କାର, ବନ୍ଧୁଗଣ ଆମର ଏହି ଚେନାଲ୍ ରେ ଆପଣ ମାନେ ଓଡ଼ିଆ କୀର୍ତ୍ତନ, ନାମ ଯଜ୍ଞ, ଓଡ଼ିଆ ପ୍ରବଚନ, କୃଷ୍ଣ ଗୁରୁ ଭଜନ ଓ ନୃତ୍ୟ, କରାମା ଦଣ୍ଡ, ପାଲା, ପ୍ରଭୁତି ଦେଖି ବାକୁ ପାଇବେ, ରାମାୟଣ ମହାଭାରତ ତଥା ହିନ୍ଦୁ ଧର୍ମ ଗ୍ରନ୍ଥ ଗୁଡିକରେ ରହିଥିବା ଛୋଟ ଛୋଟ କାହାଣୀ ଗୁଡ଼ିକ ମଧ୍ୟ ଆପଣ ଙ୍କ ପାଖରେ ଉପସ୍ଥାପନା କରାଯିବ।
ଆମର ଉଦ୍ଦେଶ୍ୟ କୃଷ୍ଣ ନାମ, ରାମ ନାମ ର ପ୍ରଚାର ପ୍ରସାର କରିବା। ଆମ ଅଞ୍ଚଳ ର କଳା ଓ ଲୋକକଳା କୁ ଉଜ୍ଜୀବିତ ରଖିବାକୁ ପ୍ରୟାସ କରି ଏହି ଚେନାଲ ମଧ୍ୟମରେ ଆପଣ ମାନଙ୍କ ନିକଟରେ ପହଞ୍ଚାଇବା । ଯଦି ଆପଣଙ୍କୁ ଆମର ଭିଡିଓ ଗୁଡିକ ଭଲ ଲାଗୁଛି ଆମର ଏହି ମା କଳାଶ୍ରୀ କ୍ରିଏସନ୍ କୁ ସବସକ୍ରାଇବ କରି ନିଅନ୍ତୁ । ଜୟ ମା କଳଶ୍ରୀ ଦେବୀ, ଜୟ ମା ମାହେଶ୍ୱରୀ, ଜୟ ମା ସମଲେଶ୍ଵରୀ, ଜୟ ମା ମେଟାକାନୀ,....
ଜୟ ଶ୍ରୀରାମ, ଜୟ ଜଗନ୍ନାଥ, ଜୟ ଶ୍ରୀକୃଷ୍ଣ..... ଜୟ ହିନ୍ଦ୍।
#maakalashreecreation
Maa kalashree creation