ଓଡିଶା ଜବ ଜ୍ଞାନ ହେଉଛି ଓଡିଶାର ଚାକିରି ଆସାରେ ଥିବା ଯୁବ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଭରସାଯୋଗ୍ୟ ଓ ଉପଯୋଗୀ ମାଧ୍ୟମ। ଏହି ପ୍ଲାଟଫର୍ମ ମାଧ୍ୟମରେ ଆପଣମାନେ ସମୟ ସାଥିରେ ସରକାରୀ ଓ ବେସରକାରୀ ଚାକିରି ସୂଚନା, ଏଡମିଟ କାର୍ଡ, ରିଜଲ୍ଟ, ସିଲାବସ, ଏବଂ ପ୍ରସ୍ତୁତି ସହାୟତା ପାଇପାରିବେ।
📌 ଓଡିଶା ସରକାରୀ ଚାକିରି ଅପଡେଟ୍
📌 SSC, OSSSC, OPSC, Railway, Banking ପରୀକ୍ଷା ସୂଚନା
📌 ଦିନିକିଆ ଚାଲିତ ଘଟଣା (Daily Current Affairs)
📌 ଏଡମିଟ କାର୍ଡ, ରିଜଲ୍ଟ, ଆନ୍ସର କୀ
📌 ସିଲାବସ ଓ ପୁରୁଣା ପ୍ରଶ୍ନପତ୍ର
📌 କେରିଅର ଗାଇଡ୍ ଲାଇନ୍ ଓ ଟିପ୍ସ
Shared 7 months ago
12 views