ODIA KALA SAHITYA BIBHABA

ଓଡିଆ କଳା ସାହିତ୍ୟ ବିଭବ ଏକ ନୂତନ ପ୍ରୟାସ, ଯେଉଁଥିରେ ଓଡ଼ିଶା ର ଅନ୍ୟୁନ କଳା ପୂଜା, ଇତିହାସ ଏବଂ କୀର୍ତ୍ତିରାଜି ପ୍ରକାଶିତ ହେବ।
ଆପଣ ମାନଙ୍କୁ ଅନୁରୋଧ ତ୍ରୁଟି ମାର୍ଜନା କରି ଆଶୀର୍ବାଦ ଦେବା ହେବେ।