Ksm entertainment

ବିଶ୍ୱବିଦିତ ଆମ ଲୋକକଳା, ଲୋକନୃତ୍ୟ, ଆମ ନାଟକ ଓ ପରିପାଟୀ l ଏହା ସଂଗେ ନିଆରା ଆମ ପର୍ଯ୍ୟଟନ l ଏହାର ପୁନଃଉଦ୍ଧାର ଓ ସମସ୍ତଙ୍କ ନିକଟରେ ପହଞ୍ଚାଇବା ଆମ କର୍ତ୍ତବ୍ୟ l