ଏହା ହେଉଛି ଏକ ଓଡ଼ିଆ ଟ୍ରାଭେଲ ଚେନେଲ, ଯାହାକି ଓଡ଼ିଆ ଭାଷା ରେ ପାରିବେଷିତ ହେଉଛି। ଓଡିଶା ଏବଂ ଅନ୍ୟ ରାଜ୍ୟ ମାନଙ୍କର ମୁଖ୍ୟ ପର୍ଯ୍ୟଟନ ସ୍ଥଳ ମାନଙ୍କୁ ଦେଖେଇବା ଲକ୍ଷ୍ୟରେ ଆମେ ବାହାରିଛୁ। ଆମ ଦେଶ ର କଳା ସଂସୃତି କୁ ସମସ୍ତ ଙ୍କ ଆଗରେ ଆଣିବାକୁ ଚେଷ୍ଟା କରିବୁ ।

It is an Odia travel channel, which is broadcast in Odia language. We are out with the aim of seeing the main tourist spots of Odisha and other states. We will try to bring the art culture of our country.