And Odia Literature

ସାହିତ୍ୟ... ସବୁ ସହିତ, ସମସ୍ତଙ୍କ ସହିତ, ଆଲୋକ ସହିତ, ଅନ୍ଧକାର ସହିତ, ଜୀବନ ସହିତ, ମୃତ୍ଯୁ ସହିତ, ପୁଣି ଅମରତ୍ଵର ଆରାଧନାରେ ଯୋଡ ହସ୍ତ I ଅତୀତ ସହିତ, ବର୍ତ୍ତମାନ ସହିତ ପୁଣି ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ତପସ୍ୟାରତ .........