ଆପଣ ମାନଙ୍କୁ ହୁଦୟ ଭରା ନମସ୍କାର 🙏, ଆଶା କିଛି ନୁଆ ଶିଖିବା,,,
ଆଜିକୁ 3 years ହେଲା ମୁଁ YouTube ରେ କାମ କରୁଛି, ଯାହା କିଛି ମୁଁ ଶିଖିଛି ସେଇଟା ମୁଁ ଆପମାନଙ୍କୁ ଶିଖାଉଛି, ଆଶା କରୁଛି ମୋ ଓଡ଼ିଶା ବାସୀଙ୍କୁ ଭଲ ଲାଗୁଥିବ, କିଛି ଭୁଲ୍ ଥିଲେ କ୍ଷେମା କରି ଦେବେ 🙏
ସ୍ଵାଗତ ଆପଣଙ୍କୁ ମୋ you tube channel ରେ 🙏 ନୟା ନୟା ଭିଡ଼ିଓ ଦେଖିବା ପାଇଁ ଆମ Channel କୁ subscribe କରନ୍ତୁ 🙏🙏Jay Jagannath Swami 🙏

Naw Video ସକାଳ -11,55 ଦେଖିବାକୁ ପାଇବେ,

Shorts video ସନ୍ଧ୍ୟା 7,00 ଦେଖିବାକୁ ପାଇବେ,

🙏🙏