Baby's Designer Boutique

🙏 ନମସ୍କାର ବନ୍ଧୁମାନେ!
ମୁଁ Baby – ସମ୍ବଲପୁରରୁ, ଏହି ମୋ Designer Boutique YouTube ଚ୍ୟାନେଲ୍ ରେ ଆପଣମାନେଙ୍କୁ ସ୍ବାଗତ।

💫 Sambalpuri ସିଳାଇ ଓ ଡିଜାଇନ୍ କୁ ଆପଣ ଘରେ ବସି ବି ଶିଖିପାରିବେ।
ମୋ Channel ରେ ଆପଣ ଦେଖିପାରିବେ:

👗 Sambalpuri Blouse Back Neck Design
🧵 Cutting & Stitching Step-by-Step (in Hindi & Odia)
👶 Kidswear ଓ ଓଡିଆ traditional design
🪡 Dori, Piping, Lace Work, Frock, Lehenga Design

ମୁଁ ସହଜ ଭାଷାରେ ସବୁ କଥା ଦେଖାଏ ଓ ଶିଖାଏ – ତେଣୁ ନୂଆ ଶିଖୁଥିବା ମାନେ ମଧ୍ୟ ଏହା ଦେଖିପାରିବେ।

📌 ମୋର ଉଦ୍ଦେଶ୍ୟ – ସମ୍ବଲପୁରୀ ହାଣ୍ଡଲୁମ୍ କୁ ନୂଆ ଆକାର ଦେବା, ଓ ଘରେ ବସି ଜଣେ ମା' ବି ନିଜ ପିଲା ପାଇଁ କିମ୍ବା ନିଜ ପାଇଁ ଡିଜାଇନ୍ କରିପାରିବେ।

🎯 Subscribe କରନ୍ତୁ, ଓ ସିଲାଇ ଓ ଫ୍ୟାସନ୍ ଯାତ୍ରାରେ ମୋ ସହ ଯୁକ୍ତ ହୁଅନ୍ତୁ।
Love from Sambalpur 💕
#SambalpuriDesign #OdiaStyle #BabysDesignerBoutique #BlouseCutting #HandloomLove
#SambalpuriBlouse
#BabysDesignerBoutique
#OdiaTailoring
#SambalpurDesign
#BlouseCuttingInOdia
#HandloomLove
#KidsDressCutting
#OdiaBoutiqueStyle
#FrockDesignTutorial
#BlouseBackNeck
#sambalpurikurtidesigne