ମୋ ୟୁଟୁବ ଚାନେଲକୁ ଆପଣମାନଙ୍କୁ ସ୍ଵାଗତ କରୁଛି 🙏🏻🙏🏻🙏🏻❤️🙏🏻🙏🏻। ଆପଣମାନେ ଜଣା ଅଜଣା ତଥ୍ୟ ସହ ଭାଗବତ କଥା, ଶ୍ରୀକୃଷ୍ଣ ଭଗବାନଙ୍କ କଥା,ପ୍ରବଚନ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କଥା, ପ୍ରବଚନ ସହ ରାଜ୍ୟ ତଥା ଦେଶ ବିଦେଶର ବିଭିନ୍ନ ମନ୍ଦିର, ପୂଜା, ପର୍ବ ଓଡ଼ିଆ ଖାଦ୍ୟ, ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ,ସହ ବିଭିନ୍ନ ଖବର ବି ଜାଣି ପାରିବେ। ସମସ୍ତଙ୍କ ରୁଚି ଅନୁସାରେ ତଥ୍ୟ ପାଇପାରିବେ। ଖେଳ, ଭକ୍ତି, ପୂଜା, ମନ୍ଦିର ପୂଜା, ସଂସ୍କୃତି , ଅନୁସନ୍ଧାନ ରୋଚକ ପୂର୍ଣ୍ଣ ତଥ୍ୟ ପାଇପାରିବେ।🙏🏼🙏🏼🙏🏼🙏🏼🙏🏼 ଜୟ ଶ୍ରୀ ଜଗନ୍ନାଥ। ଜୟ ଶ୍ରୀ କୃଷ୍ଣ ରାଧେ। ଜୟ ଶ୍ରୀ ରାମ।ଜୟ ଶ୍ରୀ ବଳଭଦ୍ରଜିଉ। ଜୟ ମା ତାରିଣୀ ନମଃ।ଜୟ ଶ୍ରୀ ଚନ୍ଦ୍ରଶେଖର ବାବା ନମଃ। ଭଗବତେ ବାସୁଦେବାୟ ନମଃ।🙏🏻🙏🏻❤️🙏🏻


3:34

Shared 1 month ago

37 views

0:19

Shared 4 months ago

13 views

0:09

Shared 5 months ago

7 views