ନମସ୍କାର ମୁଁ ଶିବା ସମସ୍ତ ଦର୍ଶକ, ସାଙ୍ଗ ସାଥୀ ଓ ଛୋଟ ବଡ଼ ଭାଇ ଓ ଭଉଣୀ ମାନଙ୍କୁ ମୋର YouTube Channel ( Ekutia Shiba ) ରେ ସ୍ବାଗତ ଜଣାଉଛି | ମୁଁ ଆମ ଖୋର୍ଦ୍ଧା, ଓଡ଼ିଶା ମାଟିର ଭାରତ ବର୍ଷର ସମସ୍ତ ଙ୍କ ପୁଅ | ମୋର ଇଚ୍ଛା ଥାଏ ସଦାବେଳେ କିଛି ନୂଆ କାର୍ଯ୍ୟ କରି ଦେଖେଇବାକୁ ଆଉ ସମସ୍ତଙ୍କ ମୁହଁରେ ହସ ଦେଖିବାକୁ |

I LOVE 😘 Vlogging & Travelling

Thanks for Watching & Subscribe my YouTube Channel.

Contact Mail Id: sectimes1@gmail.com