ପ୍ରିୟ ଛାତ୍ରଛାତ୍ରୀ ତୁମେ ଏହି Channel ମାଧ୍ୟମରେ OAV Syllabus ଅନୁଯାୟୀ ଅନେକ ପାଠ୍ୟ ବିଷୟ ପାଇପାରିବ l ଷଷ୍ଠ ରୁ ଦଶମ ଓଡ଼ିଆ ବହିର ପ୍ରଶ୍ନ ଉତ୍ତର ଆଲୋଚନା ସହ ଅନେକ Odia ଟେଷ୍ଟ ରେ ଭାଗ ନେଇପାରିବ l ଏହିପରି ଆଉ ଶିକ୍ଷଣୀୟ ବିଷୟ ଏଠାରେ ପାଇପାରିବ l ଏହି Channel ସହ ଯୋଡ଼ି ରହିବାପାଇଁ Subscribe କରିଦିଅନ୍ତୁ l