ଆମ ଓଡିଶା ଗୋଟିଏ ମନୋରଞ୍ଜନ ଧର୍ମୀ ରାଜ୍ୟ ଅଟେ.. ଓଡିଶା ର ପ୍ରତି ରାଜ୍ୟ ରେ ବିଭିନ୍ନ ପ୍ରକାର ଲୋକନୃତ୍ୟ ମଧ୍ୟ ଦେଖିବାକୁ ମିଳେ. ଏ ସବୁ ଲୋକନୃତ୍ୟ ପରମ୍ପରା ଏବେ ବି ଅଛି. 1936 ମସିହା ରେ ଆମ ଓଡିଶା ରେ ଚଳଚ୍ଚିତ୍ର ମଧ୍ୟ ଆରମ୍ଭ ହେଲା.. ପ୍ରଥମ ସିନେମା ସୀତା ବିବାହ ଠୁ ଆରମ୍ଭ କରି ଏ ପର୍ଯ୍ୟନ୍ତ ଦୀର୍ଘ 80 ବର୍ଷ ହେଲା.. ବହୁତ କଳାକାର ଆସିଲେ.. ଆଉ ଏମିତି କିଛି କଳାକାର ଆଜି ଆମ ଗହଣରେ ନାହାଁନ୍ତି.. କିନ୍ତୁ ସେମାନଙ୍କ ଅଭିନୟ ଆଜି ବି ଆମର ଅଛି.. ସେହି ଅତୀତ ର କିଛି ସ୍ମୃତି କୁ ନେଇ. ଆମ ଏ ଚେନେଲ ମାଧ୍ୟମରେ ଅତୀତ କିଛି ସଂଗୀତ ଆପଣଙ୍କ ପାଖକୁ ଭେଟି ଦେବାର ଆମର ଲକ୍ଷ୍ୟ..
ଜୟ ଜଗନ୍ନାଥ..