Shawlooney Cooking & Travel

Namaskar! I’m Lovley and this is Lovley Shawlooney Diary — mo daily life, ranna, vlog, lifestyle, celebration & small happy moments share karuchi. Real life. No filters. Join the journey — subscribe now!
ଏହି ଚାନେଲ୍‌ “Lovley Shawlooney Diary” ସବୁ ଓଡ଼ିଆ ଭାଇ ଓ ଭଉଣୀମାନଙ୍କ ପାଇଁ ଉଦ୍ଦିଷ୍ଟ — ବିଶେଷକରି ସେମାନେ ଯେଉଁମାନେ ଖାଦ୍ୟ ତିଆରି କରିବାରେ ନୁଆଁ କିମ୍ବା ରନ୍ଧଣରେ ରୁଚି ରଖନ୍ତି। ଏଠି ଆପଣମାନେ ସହଜ ଉପାୟରେ ଏବଂ ଅଳ୍ପ ସମୟରେ ଭଲ ଭାବରେ ନିରାମିଷ (VEG) — ଓଡ଼ିଆ, ଇଣ୍ଡିଆନ୍, ଚାଇନିଜ୍ recipes ସହିତ useful tips ଶିଖି ପାରିବେ।
ଆମ ମାତୃ ଭାଷା ଓଡ଼ିଆ ଏତେ ମଧୁର ଯେ, ଖାଦ୍ୟତିଆରିର ପ୍ରତ୍ୟେକ ପଦକ୍ରମ ଓଡ଼ିଆରେ ସ୍ପଷ୍ଟ କରାଯାଏ — ଯାହା ଦ୍ୱାରା ସବୁ ଓଡ଼ିଆ ମା, ମାଉସୀ, ପରିବାର ମାନେ ସହଜରେ ବୁଝିପାରିବେ। ଓଡ଼ିଆ ନୁହନ୍ତି ଏମିତି ଦର୍ଶକଙ୍କ ସୁବିଧା ପାଇଁ ସମସ୍ତ ଭିଡିଓରେ English text ମଧ୍ୟ ଯୋଡ଼ାଯାଏ।
ଆଜିହିଁ Subscribe କରନ୍ତୁ ଓ ଆମ ପରିବାରର ଅଂଶ ହୋନ୍ତୁ।
ଜୟ ଜଗନ୍ନାଥ।
#VlogLife #LovleyVlog #LifestyleJourney #Lovleykitchen