ଜୟ ଜଗନ୍ନାଥ 🙏 ସାଙ୍ଗମାନେ
ସମସ୍ତଙ୍କୁ ପ୍ରଭୁ ଜଗନ୍ନାଥ ଭଲରେ ରଖିଥାନ୍ତୁ ।

ମୋ ନାଁ ହେଉଛି ରମାକାନ୍ତ । ମୋର ଛୋଟିଆ ପ୍ରୟାସ, ଆପଣଙ୍କ ଓଠରେ ଟିକେ ହସ । ମୁଁ ମୋ ଭିଡ଼ିଓ ମାଧ୍ୟମ ରେ ଚେଷ୍ଟା କରିବି ଆପଣଙ୍କୁ ଖୁସିକରିବା ପାଇଁ । ଆପଣମାନଙ୍କୁ କେମିତିକା ଭିଡ଼ିଓ ଦରକାର ମୋ ଭିଡ଼ିଓ ରେ ଆପଣମାନେ କହିବେ । ମୁଁ ଚେଷ୍ଟା କରିବି ସେମିତି କା ଭିଡିଓ କରିବାକୁ l ଏଇ ଚ୍ୟାନେଲ୍ ରେ ପ୍ରତ୍ୟେକ ସୋମବାର, ବୁଧବାର, ଶୁକ୍ରବାର ଓ ରବିବାର ଦିନ ସନ୍ଧ୍ୟା ୫ ଟା ରୁ ୭ ଟା ଭିତରେ ଭିଡ଼ିଓ ଆସିବ। ମୋ ଭିଡ଼ିଓ କୁ ଲାଇକି, ସେୟାର ଆଉ subscribe କରନ୍ତୁ
ରହୁଛି ନମସ୍କାର 🙏


04/09/2023 - Channel Open

12/10/2023 - 100 Subscribe

18/11/2023 - 200 Subscribe

15/01/2024 - 300 Subscribe

10/02/2024 - 400 subscribe

08/05/2024 - 500 subscribe

28/05/2024 - 600 subscribe

09/06/2024 - 700 subscribe

10/06/2024 - 800 subscribe

10/06/2024 - 900 subscribe

10/06/2024 - 1000 (1k) subscribe complete

11/06/2014 - 2k subscribe complete

12/06/2024 - 3k subscribe complete

14/06/2024 - 4k subscribe complete

16/06/2024 - 5k subscribe complete

25/03/2025 - 6k subscribe complete