ଧନ୍ୟବାଦ୍ ପ୍ରଭୁ 💐💐💐💐💐 ଆଜିର ଏହି ନୂତନ ସକାଳ ରେ ଆପଣଙ୍କୁ ମୋର କୋଟି କୋଟି ପ୍ରଣାମ ପ୍ରଭୁ 🙏
5 days ago
| 1
ପାଇ ପାରିବେ ହୃଦୟ ରୁ ଏକାଗ୍ରତା ରଖି ଡାକିଲେ ଦେଖା ମିଳିବ ହେଲେ ଆମର ସେତିକି ଏକାଗ୍ରତା ନାହିଁ ❤❤❤
4 days ago
| 1
rajesh short express
"ଜଗନ୍ନାଥ, ମୁଁ କେବେବି ତୁମକୁ ପାଇ ପାରିବି ନାହିଁ,
ତୁମେ ମୋଠାରୁ ବହୁତ ଦୂରରେ ଅଛ ।
ତୁମକୁ ପାଖରେ ପାଇବାକୁ ମୋର ଇଚ୍ଛା,
କିନ୍ତୁ କେବଳ ତୁମର ପ୍ରେମରେ ହିଁ ମୁଁ ବଞ୍ଚିଛି"
Jay Jagannath 🙏
5 days ago | [YT] | 674