gudi rani mahanty

କହି ମୁଁ ପାରୁନି ଭଲପାଏ ବୋଲି
ସମାଜକୁ ଲାଗେ ଡର।
ତଥାପି ହୃଦୟେ ରହିଛି ରହିବ
ଚିରଦିନ ହୋଇ ମୋର। 🥀
ବୟସ ସଞ୍ଜରେ ଦେହ ପ୍ରଦୀପରୁ
ନିଶ୍ୱାସ ସଳିତା ଶିଖା।
ଲିଭି ଲିଭି ଯେବେ ଆସୁଥିବ ସାଥୀ
ଦେଇଯିବ ଶେଷ ଦେଖା।
ଡାକିଦବ ଯଦି ମୋ ଶବକୁ ପଛୁ
ଆସିଯାଅ ବୋଲି ଥରେ 🍁।
ଫେରିଆସିବାକୁ କଥା ମୁଁ ଦେଉଛି
ତୁମରି ସେ ଡାକରାରେ। ❤️‍🩹

1 month ago | [YT] | 7