Deepti Shree 123

କାହାର ସମୟ ଖରାପ ଚାଲି ଛି ତେଣୁ ତା
ବର୍ତମାନ ଭଲ ନୁହଁ,
ତାର ସେ ଖରାପ ବାର୍ତାମାନ କୁ ଦେଖି
ପରିହାସ କରନାହିଁ,
ସମୟ ବଡ ବଳବାନ
ଆଉ ଭଗବାନ ବଡ ଶକ୍ତିଶାଳୀ,
ମଣିଷ ସବୁକିଛି ତା ଇଚ୍ଛା ରେ ହଇ ଥାଏ,
ସେ ଚାହିଁଲେ କଇଲା କୁ ହୀରା, ଆଉ ହୀରା କୁ
କଇଲା କରି ବାକୁ ଗୋଟେ ମୁହୂର୍ତ ବି ଲାଗି ନଥାଏ।
ଜୟ ଜଗରନ୍ନାଥ 🙏🙏🙏

1 year ago | [YT] | 41