𝗠𝗿𝗣𝗮𝘁𝗿𝗮𝗮𝗦𝗵𝗼𝗿𝘁𝘀 𝗖𝗵𝗮𝗻𝗻𝗲𝗹 କୁ ଆସିଥିବାରୁ ଆପଣଙ୍କୁ ହୃଦୟପୂର୍ଣ୍ଣ ସ୍ୱାଗତ।🙏❤️🙏
Agar Bhagwan ke naam se shanti milti hai,
to MrPatraaShorts channel ko Subscribe kardo "🔔"
ଧନ୍ୟବାଦ।🙏🫂🙏......✅
ଏହି ଚେନେଲ ସମ୍ପୂର୍ଣ୍ଣ ଭାବେ ଭକ୍ତି ଓ ଭଗବାନଙ୍କ ଚରଣେ ସମର୍ପିତ।
ଏଠାରେ ଆପଣ ସମସ୍ତ ଦେବୀ-ଦେବତାଙ୍କ ଭଜନ YouTube Shorts ମାଧ୍ୟମରେ ଦେଖିପାରିବେ।
ଏହି ଚେନେଲ ଆମ ହିନ୍ଦୁ ଧର୍ମ, ଓଡ଼ିଆ ପରମ୍ପରା ଏବଂ ଭାରତୀୟ ସଂସ୍କୃତି ସହ ଗଭୀର ଭାବେ ଜଡିତ।
ଏଠାରେ ଆମେ—...... 👇
ସମସ୍ତ ଦେବୀ-ଦେବତାଙ୍କ ଭକ୍ତି ଭଜନ ଆମ ମନ୍ଦିରମାନଙ୍କ ମହିମା
ସମସ୍ତ ପର୍ବ-ପର୍ବାଣି ସହ ସଂପୃକ୍ତ ଭଜନ ଓ ଭକ୍ତି ସଙ୍ଗୀତ
ଭଗବାନଙ୍କ ଦିବ୍ୟ ଲୀଳା କାହାଣୀ (AI ମାଧ୍ୟମରେ) କିଛି
ଭିଡିଓ ଓ Shorts ଆକାରରେ ମଧ୍ୟ ପ୍ରସ୍ତୁତ କରୁଛୁ।
ଆମ ଉଦ୍ଦେଶ୍ୟ ହେଉଛି ଭକ୍ତି, ଧର୍ମ ଓ ସଂସ୍କୃତିକୁ ଆଧୁନିକ ପ୍ରଯୁକ୍ତି ସହ ନୂଆ ପିଢ଼ୀ ପର୍ଯ୍ୟନ୍ତ ପହଞ୍ଚାଇବା। ଏବଂ ପ୍ରମାଣ କରେଇବା ସୋସିଆଲ ମିଡ଼ିଆ ରେ ମଧ୍ୟ୍ୟ ଭକ୍ତ ଏବଂ ଭକ୍ତି ର ସମର୍ଥଙ୍କ ସଂଖ୍ୟା ଅଧିକ
🙏⭕❗⭕ 🙏 𝗝𝗮𝘆 𝗝𝗮𝗴𝗮𝗻𝗻𝗮𝘁𝗵 🙏
ଉପଲବ୍ଧ ବିଷୟବସ୍ତୁ:
Odia & Hindi Bhajan Shorts
4K / Full HD Videos
YouTube Shorts & Status Videos
ଭକ୍ତିକୁ ଭଲପାଉଥିଲେ, ଦୟାକରି Channel କୁ Subscribe କରନ୍ତୁ।
ଜୟ ଜଗନ୍ନାଥ।