ଭୁବନେଶ୍ୱରରେ ଅଫିସ ନାହିଁ । ଭୁବନେଶ୍ୱରରେ ଅଫିସ କରିବାକୁ ଇଚ୍ଛା ମଧ୍ୟ ନାହିଁ । ଗାଁ ରେ ରହି ଲୋକଙ୍କ ପାଇଁ ଲଢ଼େଇ କରି ହେବ । ୨୦୨୧ ସାଧାରଣତନ୍ତ୍ର ଦିବସରୁ ଏହି ଲଢ଼େଇର ଭିତ୍ତପ୍ରସ୍ତର ମଧ୍ୟ ପଡ଼ିଛି । କାରଣ ସାଧାରଣ ଲୋକ ହିଁ ସାଧାରଣ ଲୋକ ପାଇଁ ଲଢ଼େଇ କରିପାରିବ । ଏ ବିଶ୍ୱାସ ଆମର ଅଛି । ଆମେ ଚାହୁଁ ଆମ ପ୍ରଶ୍ୱାସରେ ଭେଜାଲ ଅମ୍ଳଜାନ ନ ଯାଉ । ଜୀବନ ବଞ୍ଚୁ ଜୀବିକା ବି ବଞ୍ଚୁ । କାରଖାନା ହେଉ, ପରିବେଶ ପ୍ରଦୂଷିତ ନ ହେଉ । ଶିକ୍ଷା, ସ୍ବାସ୍ଥ୍ୟ, ବାସଗୃହ ସମସ୍ତଙ୍କୁ ନିଶୁଳ୍କ ରେ ଯୋଗାଇ ଦିଆଯାଉ । ଗରିବୀ ପାଖରେ ବ୍ୟବସ୍ଥା ପହଞ୍ଚୁ । ରୋଜଗାର ବି ପ୍ରତି ପରିବାରକୁ ଦିଆଯାଉ । କୃଷି ଓ କୃଷକ ଶିଖରରେ ପହଞ୍ଚୁ । ମହିଳା ସ୍ବାବଲମ୍ବୀ ହୁଅନ୍ତୁ । ଏ ସବୁ ଆମେ ଚାହୁଁ, ଏ ଲଢ଼େଇ ଅନେକ ଦିନରୁ ଚାଲିଛି କେଉଁଠି ନା କେଉଁଠି ଆମେ ଏ ଲଢ଼େଇ ରେ ସାମିଲ ଥିଲୁ ରହିବୁ ମଧ୍ୟ । ଆପଣଙ୍କ ଆଶୀର୍ବାଦ ଆମକୁ ପ୍ରେରଣା ଦେବ, ନୂଆ ଶିଖରରେ ପହଞ୍ଚାଇବ । ଏହା ଆମର ଦୃଢ଼ ବିଶ୍ୱାସ । ଆମେ ଏହି ଚ୍ୟାନେଲ ଜରିଆରେ ଏସବୁ ସମସ୍ୟାର ସମାଧାନ ପାଇଁ ଲଢ଼େଇ କରୁଥିଲୁ ଆଗକୁ ମଧ୍ୟ କରିବୁ । ଏହା ସହ ରାଜନୀତି, କ୍ରୀଡା, ମନୋରଞ୍ଜନ, ଶିକ୍ଷା, ସ୍ବାସ୍ଥ୍ୟ ସହ କିଛି ଶିକ୍ଷଣୀୟ ଭିଡ଼ିଓ ଆପଣ ଏହି ଚ୍ୟାନେଲ ରେ ପାଇ ପାରିବେ ।
For Brand Collab: themediatalkofficial@gmail.com
The Mediatalk
୧. ଆଗାମୀ ପଞ୍ଚାୟତ ନିର୍ବାଚନ ରେ ଓଡ଼ିଶା ବିଜେପି ରେ କାହାର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ? 🥹
୨. ମୋହନ ମାଝୀ ନା ଧର୍ମେନ୍ଦ୍ର ପ୍ରଧାନ ନା ମନମୋହନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ? 😔
୩. ଏନେଇ ଆପଣଙ୍କ ମତାମତ କଣ ? 🥺
#BijuJanataDal #OdishaBJP #DharmendraPradhan #MohanMajhi #ManmohanSamal
11 hours ago | [YT] | 47
View 52 replies
The Mediatalk
୧. ଦିଲ୍ଲୀରେ ପୋଲିସ ଛାଉଣୀ ଗୁଇନ୍ଦା ପାଖରେ ଅଛି କି ଆକ୍ରମଣ ର ଖବର ? 😒
୨. ଗୁଇନ୍ଦା ପାଖରେ କିଛି ବଡ଼ ଧରଣ ର ଆକ୍ରମଣ ର ସୂଚନା ଅଛି କି ଯାହାଦ୍ୱାରା ପୋଲିସ ଛାଉଣୀ ରେ ଏବେ ଦିଲ୍ଲୀ ରହିଛି ? 🥹
୩. ଏନେଇ ଆପଣଙ୍କ ମତାମତ କଣ ? 😔
#BJPGovernment #NarendraModi #cjp #police
20 hours ago | [YT] | 30
View 4 replies
The Mediatalk
୧. ଓଡ଼ିଶା ରେ ଏବେବି କାହାର ଲୋକପ୍ରିୟତା ପୂର୍ବ ଭଳି ଅତୁଟ ରହିଛି ? 😔
୨. ନବୀନ ପଟ୍ଟନାୟକ ନା ନରେନ୍ଦ୍ର ମୋଦୀ କାହାର ଲୋକପ୍ରିୟତା ଅତୁଟ ରହିଛି ? 🥹
୩. ଏନେଇ ଆପଣଙ୍କ ମତାମତ କଣ ? 😒
#BijuJanataDal #BJPGovernment #NarendraModi #NaveenOdisha
1 day ago | [YT] | 760
View 540 replies
The Mediatalk
୧. ନିର୍ବାଚନ କମିଶନ ବାହାନା ସିଜେପି ର ଅସଲ ଟାର୍ଗେଟ ରେ ଅଛନ୍ତି କି ମୋଦୀ ? 🥺
୨. ମୋଦୀଙ୍କୁ ଗାଦିଚ୍ୟୁତ କରିବା ପାଇଁ ସିଜେପି ର ଆନ୍ଦୋଳନ କି ? 😄
୩. ମୋଦୀଙ୍କୁ ହଟାଇବା ସିଜେପି ର ମୂଳ ଲକ୍ଷ୍ୟ କି ? 🥹
୪. ଏନେଇ ଆପଣଙ୍କ ମତାମତ କଣ ? 😔
#BJPGovernment #NarendraModi #AbhijitDipke #CockroachJanataParty
1 day ago | [YT] | 350
View 135 replies
The Mediatalk
୧. ଓଡ଼ିଶା ବନ୍ଦ କରି ବାରମ୍ବାର ଭୂଲ କରୁଛି କି କଂଗ୍ରେସ ? 🥹
୨. ଓଡ଼ିଶା ବନ୍ଦ ବେଳେ ଲୋକେ ତଥା ରୋଗୀ ମାନେ ମଧ୍ୟ ହଇରାଣ ହେଉଛନ୍ତି ! 🥺
୩. କଣ ଓଡ଼ିଶା ବନ୍ଦ କରିବା ବିକଳ୍ପ କି ? 😒
୪. ବନ୍ଦ ନ କରି କଣ ନ୍ୟାୟ ର ଲଢ଼େଇ ଲଢ଼ି ହେବନି ? 😄
୫. ଏନେଇ ଆପଣଙ୍କ ମତାମତ କଣ ? 🥺
#OdishaBJP #Congress #BijuJanataDal #BhaktaCharanDas
2 days ago | [YT] | 75
View 60 replies
The Mediatalk
୧. ବିଜେପି ସହିତ ନା ବିଜେପି ବିରୋଧରେ ଯିବେ ସୁଜାତା ? 😀
୨. ପୂର୍ବରୁ ବିଜେଡ଼ି ସବୁବେଳେ ବିଜେପି ସହିତ ରହିଥିବା ର ଲୋକଙ୍କ ମନରେ ଧାରଣା ରହିଛି ! 😒
୩. ଲୋକଙ୍କ ମନରୁ କଣ ସୁଜାତା ଏ ଧାରଣା କୁ ହଟାଇ ପାରିବେ ? 🥺
୪. ଏନେଇ ଆପଣଙ୍କ ମତାମତ କଣ ? 🥹
#BijuJanataDal #OdishaBJP #NaveenOdisha #SujataRout
2 days ago | [YT] | 53
View 29 replies
The Mediatalk
୧. କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ କାମ କୁ ଆପଣ ୧୦ ରୁ କେତେ ମାର୍କ ଦେବେ ? 🥺
୨. ଦୀର୍ଘ ଦିନ ଧରି ତାରା ବିଧାୟକ ଥିବା ବେଳେ ତାଙ୍କ ଅଞ୍ଚଳ ରେ କଣ ସବୁ ଲୋକଙ୍କ ପାଖରେ ମୌଳିକ ସୁବିଧା ପହଞ୍ଚିଛି ? 😒
୩. କଣ ତାରା ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କ ସହ ଦୁଃଖ ସମୟରେ ଛିଡ଼ା ହେଉଛନ୍ତି ? 🥹
୪. ଏନେଇ ଆପଣଙ୍କ ମତାମତ କଣ ? 😀
#Congress #OdishaBJP #BijuJanataDal #TaraPrasadBahinipati
3 days ago | [YT] | 225
View 105 replies
The Mediatalk
୧. କାହା ଚାପରେ ଚେପା ବିଜେଡ଼ି ? 🥹
୨. କଣ ବିଜେପି ଆଡୁ ରହିଛି କି ବିଜେଡ଼ି ଉପରେ ଚାପ ? 😄
୩. କାହିଁକି ସବୁବେଳେ ମତ ବଦଳାଉଛି ବିଜେଡ଼ି ? 😒
୪. ଏନେଇ ଆପଣଙ୍କ ମତାମତ କଣ ? 🥺
#NaveenOdisha #OdishaBJP #BijuJanataDal #AmitShah
3 days ago | [YT] | 118
View 53 replies
The Mediatalk
୧. ବିଜେଡ଼ି ଉପରେ ଦିଲ୍ଲୀ ରୁ ପଡ଼ିଲା କି ଚାପ ? 😒
୨. ପ୍ରଥମେ ବିଜେଡ଼ି କଂଗ୍ରେସ ର ଓଡ଼ିଶା ବନ୍ଦ ଡାକରା କୁ ସମର୍ଥନ କରିଥିବା ବେଳେ କିଛି ସମୟ ପରେ ବଦଳି ଗଲା ବିଜେଡ଼ି ମତ ? 🥺
୩. କଂଗ୍ରେସ ର ବନ୍ଦ ଡାକରା କୁ ପ୍ରଥମେ ସମର୍ଥନ କରି ପୁଣି ଓହରି ଗଲା ବିଜେଡ଼ି ! 😔
୪. ଏହା ପଛରେ ରହିଛି କି ଦିଲ୍ଲୀ ଚାପ ? 😄
୫. ଏନେଇ ଆପଣଙ୍କ ମତାମତ କଣ ? 🥹
#OdishaBJP #BijuJanataDal #NaveenOdisha #AmitShah
4 days ago | [YT] | 179
View 60 replies
The Mediatalk
୧. କାହାକୁ ଓଡ଼ିଶା ର ଲୋକେ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଇଚ୍ଛୁକ ? 😄
୨. ବିଜେଡ଼ି ନେତ୍ରୀ ସୁଜାତା ନା ବିଜେପି ସାଂସଦ ଧର୍ମେନ୍ଦ୍ର ପ୍ରଧାନ ? 😔
୩. କିଏ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ହେବା ଦରକାର ? 🥺
୪. ଏନେଇ ଆପଣଙ୍କ ମତାମତ କଣ ? 😒
#OdishaBJP #BijuJanataDal #SujataRout #DharmendraPradhan
4 days ago | [YT] | 468
View 353 replies
Load more