Nilesh Education

▪️Hello Everyone & Welcome to Our YouTube Channel @NileshEducation 🙏

🔴 This is a Study Channel for All Classes .
🟢 Everyday Classes for 9th , 10th & +2 Students .
🟤 YouTube Live Classes for 10th class boards.
🔵 Class 1st to +3 All Educational Updates .
🟣 Daily News informations & updates .
⚫ Motivational Thoughts, Quotes & Shorts .
🟠 Very very important Question Answer , All Exam Papers , All Classes Note's , Free PDFs , All Exam Question Papers Discussion & Provided in Our YouTube Channel .

* ALL FREE *
👍👍👍👍


🔹 Give Your LOVE💖 & SUPPORT🙏
◆ Share to Your All Friends
&
Like👍, Comment 💬, Share➡️ & Subscribe🔔
Our Channel @NileshEducation

🎯 Channel Milestone :-
1 subscribers = 31.10.2021
1k subscribers = 17.8.2022
10k subscribers = 6.5.2024
50k subscribers = 17.11.2024
100k subscribers = 2025

🔴 Join Our TELEGRAM & WHAT'SAPP Groups :-
{ click👇 telegram & whatsapp logo 👇 }

😃❤️🙏 𝗧𝗛𝗔𝗡𝗞 𝗬𝗢𝗨 🙏❤️😃


Nilesh Education

🔴 ଇଂରାଜୀ ନବ ବର୍ଷ ୨୦୨୬ ଉପଲକ୍ଷେ ‪@NileshEducation‬ଚ୍ୟାନେଲ୍ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ ll
ଏହି ନୂତନ ବର୍ଷଟି ସମସ୍ତଙ୍କ ପାଇଁ ସୁଖ,ଶାନ୍ତି,ସମୃଦ୍ଧି ଓ ପ୍ରଗତିର ବର୍ଷ ହେଉ l ଏହା ହିଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ll ଜୟ ଜଗନ୍ନାଥ 🙏

#HappyNewYear2026
#NewYear🥳
#ନବବରଷର_ଅଭିନନ୍ଦନ🎊

1 week ago | [YT] | 16

Nilesh Education

🔴 SHARE & SUPPORT

➡️ t.me/MatricGuide_Mantra_SikshyaSambad

2 weeks ago | [YT] | 5

Nilesh Education

ଶିଶୁ ହସିଲେ ଦୁନିଆ ହସେ !
ଶିଶୁ ଦିବସରେ ଅସୁମାରୀ ଶୁଭେଚ୍ଛା ll

ପବିତ୍ର ଶିଶୁ ଦିବସ ଅବସରରେ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା ll
#ଶିଶୁ ଦିବସ🌹

1 month ago | [YT] | 66

Nilesh Education

🔴 ପିଲାମାନେ ଆଜିଠାରୁ ଦଶମ ବୋର୍ଡ଼ ପରୀକ୍ଷା ପାଇଁ କ୍ଲାସ୍ ଆରମ୍ଭ ହେଲା | ପ୍ରତିଦିନ କ୍ଲାସ୍ ହେବ 😃

2 months ago | [YT] | 6

Nilesh Education

ଦୀପଂ ଜ୍ୟୋତି ପରଂବ୍ରହ୍ମ
ଦୀପଂ ଜ୍ୟୋତି ଜନାର୍ଦ୍ଦନ l
ଦୀପଂ ଜ୍ୟୋତି ହରେ ପାପ
ଦୀପଂ ଜ୍ୟୋତି ନମସ୍ତୁତେ ll

ଆଲୋକର ପର୍ବ ଦୀପାବଳି ଓ ମା' କାଳୀଙ୍କ ପବିତ୍ର ପୂଜା ଅବସରରେ ସମସ୍ତ ସଦସ୍ଯଙ୍କୁ @Nilesh_Education ଚ୍ୟାନେଲ୍ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ll ଆଲୋକର ପର୍ବ ଦୀପାବଳି ପ୍ରତିଟି ଜୀବନକୁ ସୁଖ ଓ ସମୃଦ୍ଧିରେ ଆଲୋକିତ କରୁ ll ଜୟ ମା କାଳୀ 🙏

#ଶୁଭଦୀପାବଳି ୨୦୨୫🪔
#HappyDiwali2025🔱

2 months ago | [YT] | 36

Nilesh Education

● ସତ୍ୟ ଏବଂ ଅହିଂସାର ପ୍ରତୀକ ତଥା ଜାତିର ଜନକ ମହାତ୍ମା ଗାନ୍ଧୀ ଏବଂ ସ୍ବାଧୀନତା ସଂଗ୍ରାମୀ, ପୂର୍ବତନ ପ୍ରଧାନମତ୍ନୀ, ଭାରତରତ୍ନ ଲାଲ୍ ବାହାଦୂର ଶାସ୍ତ୍ରୀଜୀଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ 🌹

#Gandhijayanti
#Shastrijayanti

3 months ago | [YT] | 34

Nilesh Education

“ ଯା ଦେବୀ ସର୍ବ ଭୂତେଷୁ ମାତୃରୂପେଣ ସଂସ୍ଥିତା ,
ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ "

✨ ପବିତ୍ର ଦୁର୍ଗାପୂଜା ଉପଲକ୍ଷେ ସମସ୍ତଙ୍କୁ @Nilesh_Education ଗ୍ରୁପ୍ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ll ଜଗତଜନନୀ, ଶକ୍ତିସ୍ୱରୂପିଣୀ ମା' ଦୁର୍ଗାଙ୍କ ଅପାର କରୁଣାରୁ ପ୍ରତିଟି ଜୀବନ ମଙ୍ଗଳମୟ ହେଉ ll ଜୟ ମା ଦୁର୍ଗା 🙏

#HappyDussehra
#HappyDurgaPuja

3 months ago | [YT] | 31

Nilesh Education

✅ Primary Bruti Exam Result
#brutiexamresult

3 months ago | [YT] | 6

Nilesh Education

✔️Join Today Telegram Live
✔️ Evening 7pm
➡️ t.me/Nilesh_Education?videochat=604f5df5ee47f4772b

4 months ago | [YT] | 16