Krishna Odia TV କୁ ସ୍ୱାଗତ 🙏
ଏହା ଏକ Odia digital news channel, ଯେଉଁଠାରେ ଆପଣ ପାଇବେ—
🟠 Odisha Latest News
🟠 Viral & Trending Updates
🟠 Government Schemes & Public Issues
🟠 National & Sports News
ଆମ ଲକ୍ଷ୍ୟ ହେଉଛି ସମସ୍ତ ଖବରକୁ ସରଳ, ସଠିକ୍ ଓ ସତ୍ୟ ଓଡ଼ିଆରେ ଆପଣଙ୍କ ପାଖକୁ ପହଞ୍ଚାଇବା।
📢 ନୂଆ ଭିଡିଓ ପାଇଁ Subscribe କରନ୍ତୁ
👍 Like | 💬 Comment | 🔔 Share କରି ସମର୍ଥନ ଦିଅନ୍ତୁ।
Krishna Odia TV
ମୋ YouTube ପରିବାର କୁ… ଆପଣମାନଙ୍କ ସହଯୋଗ ଦରକାର 🙏 ଖୁବଶୀଘ୍ର ଆମେ 1,000 subscribers ପହଞ୍ଚିଯିବୁ।💯🎉
ଏହା କେବଳ ଏକ ନମ୍ବର୍ ନୁହେଁ…
ଏହା ଆପଣ ସମସ୍ତଙ୍କ ପରିଶ୍ରମ ଓ ଭଲପାଇବା ❤️
ଆପଣମାନେ ଯଦି ମୋ ଭିଡିଓ ପସନ୍ଦ କରୁଛନ୍ତି, ଦୟାକରି —
👉 ଗୋଟେ ମିତ୍ରଙ୍କୁ share କରନ୍ତୁ।
👉 ଆମକୁ 1K ପହଞ୍ଚାଇବାରେ ସହଯୋଗ କରନ୍ତୁ। 🙏
ଆପଣମାନେ ନଥିଲେ ଏହି ଚ୍ୟାନେଲ୍ କିଛି ନୁହେଁ ❤️
ଆପଣମାନେ ଥିଲେ ସବୁ ସମ୍ଭବ 💪🔥
ଚାଲନ୍ତୁ, ଶୀଘ୍ର 1K complete କରିବା! ❤️
#RoadTo1K #YouTubeParibar #Support #krishnaodiatv #odiatv
1 week ago | [YT] | 3
View 1 reply
Krishna Odia TV
ଶିବରାତ୍ରିରେ ଉପବାସ କାହିଁକି କରାଯାଏ? 🤔
ଭକ୍ତିଭାବରେ “ହର ହର ମହାଦେବ” ଲେଖି Like କରନ୍ତୁ ।🙏
#ମହାଶିବରାତ୍ରି #ShivratriQuiz #OdiaQuiz #HarHarMahadev #OdiaCommunity
2 weeks ago | [YT] | 2
View 0 replies
Krishna Odia TV
“ଛୋଟ ଚ୍ୟାନେଲ୍… ବଡ଼ ସ୍ୱପ୍ନ 💫
୧୦୦୦ ପରିବାର ପୂରା କରିବାକୁ ସହଯୋଗ କରାନ୍ତୁ 🙌”
“ଯଦି ଆପଣ ସତ୍ୟ ସପୋର୍ଟର, ତେବେ ଆଜିହି Subscribe କରି ❤️ କମେଣ୍ଟ ରେ ଲେଖନ୍ତୁ”
2 weeks ago | [YT] | 3
View 0 replies
Krishna Odia TV
Associate Teams = No More Weak! 💥
World Cricket ବଦଳୁଛି 🏏🔥
3 weeks ago | [YT] | 4
View 1 reply
Krishna Odia TV
ଆମ ଦେଶରେ ଟ୍ରେନ୍ ଟାଇମ୍ରେ ଆସେନି,
ପୋଲିସ୍ ଟାଇମ୍ରେ ଆସେନି…
କିନ୍ତୁ ଭୋଟ୍ ଆସିଲେ,
ସବୁ ‘ଟାଇମ୍ ଟୁ ଟାଇମ୍’ 😶
ତମେ କଣ ଭାବୁଛ? Comment ରେ ଲେଖ👇
Like & Share କର 👍
4 weeks ago | [YT] | 2
View 0 replies
Krishna Odia TV
"Are you happy with the Gutka ban?"
4 weeks ago | [YT] | 3
View 0 replies
Krishna Odia TV
🙏 ନମସ୍କାର ସମସ୍ତଙ୍କୁ
ମୋ ଛୋଟ ପରିବାରକୁ ସମର୍ଥନ କରନ୍ତୁ ❤️
500 Subscribers ପହଞ୍ଚିବା ପାଇଁ
👉 ଦୟାକରି ମୋ ଚ୍ୟାନେଲକୁ Subscribe କରନ୍ତୁ
ଆପଣଙ୍କର 1ଟି Subscribe = ମୋର ବଡ଼ ସ୍ୱପ୍ନ।
🙏 ଯଦି କରିଛନ୍ତି — ତାହେଲେ ହୃଦୟରୁ ଧନ୍ୟବାଦ୍ ❤️✨
ଆପଣଙ୍କର support ମୋ ପାଇଁ ବହୁତ ମୂଲ୍ୟବାନ 💖
4 weeks ago | [YT] | 3
View 1 reply
Krishna Odia TV
ସକାଳ 6ଟା…
ଆଖି ଖୋଲିଲେ — ଥଣ୍ଡା 😵
ବାଥରୁମକୁ ଗଲେ — Real Horror 😱
ମନ କହୁଛି —
“ଆଜି ନାହିଁ… କାଲି” 🙏
👇 ସତ କହନ୍ତୁ 😂
ଆପଣ ସକାଳେ କ’ଣ କଲେ?
🔘 A) Full bath (Legend 🗿)
🔘 B) Face wash only 😌
🔘 C) Skip bath (Survivor 🤡)
🔘 D) Blanket + prayer 🙏😂
❤️ Like କରନ୍ତୁ (ହାତ କାପୁଛି 🥶)
💬 Comment ରେ option ଲେଖନ୍ତୁ
🔁 Morning bath horror friend କୁ tag କରନ୍ତୁ 🤣
#MorningBathHorror
#OdishaCold
#ExtremeFunny
#OdiaComedy
#WinterProblems
#Relatable
4 weeks ago (edited) | [YT] | 3
View 1 reply
Krishna Odia TV
"Dhoom” ଗୀତ ଏବେ ଭାଇରାଲ୍ ହେଉଛି! 😍
ଆପଣଙ୍କ friend କିଏ ଏହି ସଂଗୀତ କୁ ରିପ୍ଲେ କରିଛନ୍ତି? ତଳେ କମେଣ୍ଟରେ #tag ନାମ mention କରନ୍ତୁ।
#Dhoom
1 month ago | [YT] | 5
View 0 replies
Krishna Odia TV
ଓଡ଼ିଶା YouTube Trend ଦେଖିଲେ ଲାଗୁଛି—
👉 Barsha = Trending Topic?
👍 Anubhab – Barsha
❤️ Tunguru – Barsha
😂 Mr. Gulua – Barsha
👇 Comment ରେ କହନ୍ତୁ, କେଉଁଟି ସବୁଠୁ viral?
1 month ago | [YT] | 5
View 0 replies
Load more