❤️💝❤️ସବୁଠୁ ଅଲଗା ଓ ସବୁ ଠୁ ନୁଆଁ❤️💝❤️
ନମସ୍କାର ବନ୍ଧୁଗଣ ମୋ ନାଁ ଲଷ୍ମୀପ୍ରିୟା ଭୂୟାଁ (ସୀତୁ)
ଆପଣମାନଙ୍କୁ ମୋର Youtube Channel (Laxmipriyabhuyan_Seetu) କୁ ସ୍ୱାଗତ ଜଣାଉଛି !
ମୋର ଏହି ଚ୍ୟାନେଲରେ ଆପଣ ମାନେ ମୋର ପ୍ରତେକ ଦିନ କେମିତି କାଟୁଛି ସେଇ ବିଷୟରେ ଜାଣିପାରିବେ | ଆହୁରି ବି ବହୁତ କିଛି ପାଇଁ ପାରିବେ!
All Type Short Video Upload Any Time.......
👇... ଯଦି ଆପଣ ସମସ୍ତେ ମୋର ସାଥେ ଦେବେ ତାହାଲେ ବହୁତ କିଛି କରିବି ଆପଣ ମାନଙ୍କ ପାଇଁ ଆପଣଙ୍କ ମାନଙ୍କ ଆଶୀର୍ବାଦ ସବୁବେଳେ ମୋ ଉପରେ ଏମିତି ଥାଉ 🙏🚩🙏
Plz do subscribe my youtube channel (Laxmipriyabhuyan_Seetu) And click the bell icon olso to stay notify about my latest updated video କୁ LIKE+CMT+SHARE (MUT)OK...
କର୍ମ ହିଁ ଭଗବାନ (WORK IS GOD)
🙏🚩🙏🚩🙏
ମୁଁ ଆପଣଙ୍କ ସହ ସବୁବେଳେ ଅଛି।
ମୁଁ ଭଗବାନ ଙ୍କୁ ଡାକୁଛି ମୋର ଯିଏ ମଙ୍ଗଳ ଚାହୁଁଚି ତାକୁ ସବୁବେଳେ ଖୁସି ରେ ତମେ ରଖିବ। 🙏
Thank You Mo YouTube Family
Follow us on:
YouTube: / youtube.com/@Laxmipriyabhuyan_SEETU_
Facebook: / www.facebook.com/share/1AMjCbupLP/
Instagram: / @Bindassgirlseetu
X: / x.com/Laxmipriya35291?s=09
Laxmipriyabhuyan Bindassgirlseetu
finally I completed YouTube 1000 Subscribers Completed Feeling Happy Please Support My YouTube Family Please Support 1100 Subscribers....
THANKYOU SO MUCH FOR YOUR LOVE AND SUPPORT..........
ସମସ୍ତ ଙ୍କୁ ମୋର ଭୁମିଷ୍ଟ ପ୍ରଣାମ 🙏🙏 ମତେ ଏତେ ସାରା ଆଶ୍ରିବାଦ କରି ଥିବାରୁ ଧନ୍ୟବାଦ ସମସ୍ତ ଙ୍କୁ ଆପଣ ମାନଙ୍କ ଆଶ୍ରିବାଦ ମୋ ଚଲା ପଥ କୁ ଆହୁରି କୁସୁମିତ କରିବ 🙏🙏🙏thankyou #youtubefamily #subscribenow #roadto1100 #grateful #1000subscribercomplaint #1000complete #laxmipriyabhuyan #laxmipriyabhuyanseetu #bindassgirlseetu #bindassgirlsseetu #1000subscribers #Laxmipriyabhuyan_SEETU_ #dhanyvadYouTube #YouTube #1k #1kcomplete #1Ksubscriber
1 week ago | [YT] | 3
View 0 replies
Laxmipriyabhuyan Bindassgirlseetu
ବହୁତ ବହୁତ ଧନ୍ୟବାଦ ମୋ YouTube Family କୁ ଆପଣମାନଙ୍କ ଭଲପାଇବା ପାଇଁ ଆଜି 1000 Subscriber ସମ୍ପୂର୍ଣ ହୋଇଛି। ଆଶା କରିବି ଆପଣ ଏବେ ଯେମିତି ସପୋର୍ଟ କରୁଛନ୍ତି ଆଗକୁ ମଧ୍ୟ୍ୟ ସପୋର୍ଟ କରିବେ।
🙏ଜୟ ଶ୍ରୀରାମ 🚩ଜୟ ଜଗନ୍ନାଥ 🚩ଜୟ ମା ଚଣ୍ଡୀ 🙏 #Laxmipriyabhuyan_SEETU_
THANK YOU for 1000 YouTube subscribers! 🎉
#thankyou #youtubefamily #subscribenow #roadto1100 #grateful #1000subscribercomplaint #1000complete #laxmipriyabhuyan #laxmipriyabhuyanseetu #bindassgirlseetu #bindassgirlsseetu #1000subscribers #Laxmipriyabhuyan_SEETU_ #dhanyvadYouTube #YouTube #1k #1kcomplaint #complete1000 #1kcomplete #1ksubscribe
1 week ago | [YT] | 5
View 0 replies
Laxmipriyabhuyan Bindassgirlseetu
ରଙ୍ଗର ପର୍ବ 'ହୋଲି' ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ।
#happyholi2026 #happyholi
2 weeks ago (edited) | [YT] | 12
View 0 replies
Laxmipriyabhuyan Bindassgirlseetu
ରଙ୍ଗ ଓ ଆନନ୍ଦର ପର୍ବ "ହୋଲି" ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ହୋଲି ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧିର ରଙ୍ଗ ଭରିଦେଉ ବୋଲି ପ୍ରଭୁ ଶ୍ରୀ ରାଧାକୃଷ୍ଣଙ୍କ ନିକଟରେ ମୋର ପ୍ରାର୍ଥନା ।
#HappyHoli #happyholi2026 #bindassgirlseetu #laxmipriyabhuyanseetu #laxmipriyabhuyan_official_
2 weeks ago | [YT] | 10
View 0 replies
Laxmipriyabhuyan Bindassgirlseetu
ବହୁତ ବହୁତ ଧନ୍ୟବାଦ ମୋ YouTube Family କୁ ଆପଣମାନଙ୍କ ଭଲପାଇବା ପାଇଁ ଆଜି 900 Subscriber ସମ୍ପୂର୍ଣ ହୋଇଛି। ଆଶା କରିବି ଆପଣ ଏବେ ଯେମିତି ସପୋର୍ଟ କରୁଛନ୍ତି ଆଗକୁ ମଧ୍ୟ୍ୟ ସପୋର୍ଟ କରିବେ।
🙏ଜୟ ଶ୍ରୀରାମ 🚩ଜୟ ଜଗନ୍ନାଥ 🚩ଜୟ ମା ଚଣ୍ଡୀ 🙏 #Laxmipriyabhuyan_SEETU_
THANK YOU for 900 YouTube subscribers! 🎉
#thankyou #youtubefamily #subscribenow #roadto1000 #grateful #900subscribercomplaint #900complete #laxmipriyabhuyan #laxmipriyabhuyanseetu #bindassgirlseetu #bindassgirlsseetu #900subscribers #Laxmipriyabhuyan_SEETU_ #dhanyvadYouTube #YouTube
4 weeks ago | [YT] | 3
View 0 replies
Laxmipriyabhuyan Bindassgirlseetu
finally I completed YouTube 900 Subscribers Completed Feeling Happy Please Support My YouTube Family Please Support 1000 Subscribers....
THANKYOU SO MUCH FOR YOUR LOVE AND SUPPORT..........
ସମସ୍ତ ଙ୍କୁ ମୋର ଭୁମିଷ୍ଟ ପ୍ରଣାମ 🙏🙏 ମତେ ଏତେ ସାରା ଆଶ୍ରିବାଦ କରି ଥିବାରୁ ଧନ୍ୟବାଦ ସମସ୍ତ ଙ୍କୁ ଆପଣ ମାନଙ୍କ ଆଶ୍ରିବାଦ ମୋ ଚଲା ପଥ କୁ ଆହୁରି କୁସୁମିତ କରିବ 🙏🙏🙏thankyou #youtubefamily #subscribenow #roadto1000 #grateful #900subscribercomplaint #900complete #laxmipriyabhuyan #laxmipriyabhuyanseetu #bindassgirlseetu #bindassgirlsseetu #900subscribers #Laxmipriyabhuyan_SEETU_ #dhanyvadYouTube #YouTube
4 weeks ago | [YT] | 3
View 0 replies
Laxmipriyabhuyan Bindassgirlseetu
Damol School Annual Functions 2026
4 weeks ago | [YT] | 5
View 0 replies
Laxmipriyabhuyan Bindassgirlseetu
https://youtu.be/7IBOFb-z6j0?si=Ws2cu...
4 weeks ago | [YT] | 8
View 0 replies
Laxmipriyabhuyan Bindassgirlseetu
https://youtu.be/7IBOFb-z6j0?si=Ws2cu...
4 weeks ago | [YT] | 1
View 0 replies
Laxmipriyabhuyan Bindassgirlseetu
ଜୟ ମା ଚଣ୍ଡୀ 🙏🚩୩୦/୦୧/୨୦୨୬ ରିଖ ଠାରୁ ୩୧.୦୧.୨୦୨୬ ରିଖ ପର୍ଯ୍ୟନ୍ତ ଆମ୍ଭ ଡ଼ମୋଳ ଗ୍ରାମର ଆରଧ୍ୟା ଦେବୀ ମା ଚଣ୍ଡୀ ଠାକୁରାଣୀ ଙ୍କର ବାର୍ଷିକ ଯଜ୍ଞ ମହୋତ୍ସବ ଯଥାବିଧି ଅନୁଷ୍ଠିତ ହେବାକୁ ଯାଉଅଛି।
ଏଣୁ ସବିନୟ ଅନୋରୋଧ ଓ ସାଦର ନିମନ୍ତ୍ରଣ କରୁଅଛୁ କି ଆପଣ ନିମ୍ନ କାର୍ଯ୍ୟସୂଚୀ ଅନୁଯାୟୀ ମା ଚଣ୍ଡୀଙ୍କ ବାର୍ଷିକ ଯଜ୍ଞ ମହୋତ୍ସବ ରେ ଯୋଗଦାନ। କରି ଆମ୍ଭ ଗ୍ରାମ ବାସୀଙ୍କୁ ଉତ୍ସାହିତ କରିବା ସହିତ ମାତୃ କୃପା ଲାଭକାରୀବା ହେବେ।
4 weeks ago | [YT] | 12
View 0 replies
Load more