ମୁଁ ବଡ଼ ଭୋକିଳା – ଓଡ଼ିଶା ର ଖାଦ୍ୟ ଯାତ୍ରା ଆରମ୍ଭ! 🍲
ଏଠି ଆପଣ ଦେଖିପାରିବେ ଓଡ଼ିଶାର ବିଭିନ୍ନ ସହର ଓ ଗାଁ ର ସ୍ଟ୍ରିଟ୍ ଫୁଡ୍, ଲୋକାଲ୍ ଦୋକାନ, ଫେମସ୍ ଖାଦ୍ୟ ଓ ଘରେ ରନ୍ନା ହେଉଥିବା ସ୍ୱାଦିଷ୍ଟ ଆହାର!
🍛 ଯାହା ଥିବ:
– ଷ୍ଟ୍ରିଟ୍ ଫୁଡ୍ ଭ୍ଲଗ୍
– ଅଜଣା ଦୋକାନ ଓ ଖାଦ୍ୟ ରିଭ୍ୟୁ
– ଓଡ଼ିଆ ଖାଦ୍ୟ ରେସିପି ଭିଡିଓ
– ଖାଦ୍ୟ ପ୍ରତି ନିଷ୍ଠା ଓ ପ୍ରେମ ❤️
📩 ଆପଣଙ୍କ ଅଞ୍ଚଳର ସବୁଠାରୁ ଭଲ ଖାଦ୍ୟ ଓ ଦୋକାନ ପାଇଁ – DM କରନ୍ତୁ ଆମ Instagram (@mu_bada_bhokilaa) ରେ!
Subscribe କରନ୍ତୁ ଓ ଆମ ସହ ଓଡ଼ିଶା ର ସ୍ୱାଦିଷ୍ଟ ଯାତ୍ରାରେ ଯୋଗଦିଅନ୍ତୁ 🙌