༆★ ᎫᎧᏳᎬᏁᎠᎡᎪ ᏒᏋᎴᎴᎩ ★࿐



༆★ ᎫᎧᏳᎬᏁᎠᎡᎪ ᏒᏋᎴᎴᎩ ★࿐

ରଙ୍ଗ ର ପର୍ବ ହୋଲି ଉତ୍ସବ ଉପଲକ୍ଷେ ଆପଣଙ୍କୁ ଆନ୍ତରିକ ଶୁଭେଛା ଓ ଶୁଭ କାମନା ଜଣାଇବା ସହ ମହା ପ୍ରଭୁ ଜଗନ୍ନାଥ ପାଖରେ ପ୍ରାର୍ଥନା କରୁଛି ଆପଣ ମାନଂକର ଚଲାପଥ ରେ ସର୍ବଦା ପୁଷ୍ପ ବ୍ରୁଷ୍ଟି ହେଉ 🙏🏾 ଜୟ ଜଗନ୍ନାଥ 🙏🏾

9 months ago | [YT] | 15

༆★ ᎫᎧᏳᎬᏁᎠᎡᎪ ᏒᏋᎴᎴᎩ ★࿐

ଏଇଟା କିଏ କହିଲ ମତେ ଦେଖିବା 🤭🤭🤭😜

9 months ago | [YT] | 12

༆★ ᎫᎧᏳᎬᏁᎠᎡᎪ ᏒᏋᎴᎴᎩ ★࿐

🎶ତୋ ଚେହେରା ଦେଖିଲେ ଜହ୍ନ ଇର୍ଷା କରେ,ଜମା ସହି ପାରେ ନାହିଁ।। କହିବାକୁ ଚାହେଁ କେତେ କଥା ତତେ,ହେଲେ କହିପାରେ ନାହିଁ।।ତତେ ଦେଖିଦେଲେ ହୃଦୟ ସ୍ପନ୍ଦନ ଆପେ ଆପେ ବଢିଜାଏ।।ଜାଣି ପାରୁନାହୁଁ କେମିତି କହିବି,ତତେ କେତେ ଭଲପାଏ ।।🎶

9 months ago | [YT] | 10

༆★ ᎫᎧᏳᎬᏁᎠᎡᎪ ᏒᏋᎴᎴᎩ ★࿐

ଗଙ୍ଗାଧର ହର ମମହ୍ ଦୂର୍ଗତି ହର ଶିବ ଶିବ ଶଙ୍କର,ବମ୍ ବମ୍ ଭୋଳା।।ଡିବି ଡିବି ଡମ୍ବରୁ ଡିବି ଡିବି ଡମ୍ବରୁ ଡିବି ଡିବି ଡମ୍ବରୁ ବାଜେତ ସାରା।। କୈଳାସ ଶିଖରେ କର ନିତି ବାଶ,ବୃଷବ ବାହାନେ ସଦା ଶିବ ଆସ।। ଭସ୍ମ ବିଭୂଷିତ ଦଖ୍ୟ ଦୂଲଣି କାନ୍ତ,ବାଘ ଛାଲ ପଥେ ଗଢେ ହାରମାଳା।। ....... 🙏🏾 ଓମ୍ ନମ୍ଃ ଶିବାୟ 🙏🏾

9 months ago (edited) | [YT] | 8

༆★ ᎫᎧᏳᎬᏁᎠᎡᎪ ᏒᏋᎴᎴᎩ ★࿐

🎶🎶ମଣିଷ ଜୀବନ ପାଣି ଫୋଟକା ଟେ,କେବେ ଅଛି କେବେ ନାହିଁ ।।ଭଲ କାମ କରି ସଭିଙ୍କ ହୃଦୟ ପାରିଥିଲେ ପରା ଜିଣି।।ମଲା ପରେ ମଧ୍ୟ ମନେ ରହିଥିବ,ଏ କଥାଟି ଥାଓ ଜାଣି।।🎶🎶🙏🏾 ଜୟ ଜଗନ୍ନାଥ 🙏🏾

10 months ago | [YT] | 11

༆★ ᎫᎧᏳᎬᏁᎠᎡᎪ ᏒᏋᎴᎴᎩ ★࿐

ପବିତ୍ର ସରସ୍ୱତୀ ପୂଜା ଅର୍ଥାତ୍ ଶ୍ରୀ ପଞ୍ଚମୀ ପୂଜା ଉପଲକ୍ଷେ ଆପଣଙ୍କୁ ଆନ୍ତରିକ ଶୁଭେଛା ଓ ଶୁଭ କାମନା ଜଣାଇବା ସହ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି,ଆପଣ ମାନଂକର ଚଲାପଥ କୁସୁମିତ ହେଉ।।🙏🏾 ଜୟ ଜଗନ୍ନାଥ 🙏🏾 ମୋର ନମସ୍କାର ଗ୍ରହଣ କରନ୍ତୁ ଭାଇ ଓ ଭଉଣୀମାନେ 🙏🏾

10 months ago | [YT] | 6

༆★ ᎫᎧᏳᎬᏁᎠᎡᎪ ᏒᏋᎴᎴᎩ ★࿐

ମକର ସଂକ୍ରାନ୍ତି ଉପଲକ୍ଷେ ମୋ ଗାଁ ବୁଢ଼ୀ ଠାକୁରାଣୀଙ୍କର ଦର୍ଶନ ପାଇ ବହୁତ ଖୁସି ଅନୁଭବ କଲି 🙏🏾 ଜୟ ମା ବୁଢୀ ଠାକୁରାଣୀ

11 months ago | [YT] | 10

༆★ ᎫᎧᏳᎬᏁᎠᎡᎪ ᏒᏋᎴᎴᎩ ★࿐

ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ଆପଣଙ୍କୁ ଆନ୍ତରିକ ଶୁଭେଛା ଓ ଶୁଭ କାମନା 🙏🏾 ଜୟ ଜଗନ୍ନାଥ 🙏🏾

11 months ago | [YT] | 5

༆★ ᎫᎧᏳᎬᏁᎠᎡᎪ ᏒᏋᎴᎴᎩ ★࿐

କାହାକୁ ଏତେ ପାଇବନି ଭଲ, ମିଳିବ ତ ଖାଲି ଧୋକା।। ଜୀବନ ସାରା ରହିଯାଓ ଏକା,ଖୋଜ ନାହିଁ ଜମା ପ୍ରେମିକା।।ଭଲ ପ୍ରେମିକ ଟେ ପାଇଥିବ ଜଦି, ଖୁସିରେ କଟିବ ଦିନ।।ଧୋକା ଦିଆ ପ୍ରେମି ପାଇଥିବ ଜଦି,ନେଇ ଜିବ ସିଏ ପ୍ରାଣ।।❤️❤️❤️

11 months ago | [YT] | 6

༆★ ᎫᎧᏳᎬᏁᎠᎡᎪ ᏒᏋᎴᎴᎩ ★࿐

ନୀଳ ଆକାଶର ତାରକା ଗହଣେ, ତୁମେ ଚନ୍ଦ୍ରମା ର ଜ୍ୟୋତି।। ସମୁଦ୍ର ଗରଭୁ ସାଉଣ୍ଟି ପାଇଛି,ତୁମେ ମୋ ଜୀବନ ମୋତି।।❤️❤️❤️

11 months ago | [YT] | 8