ODISHA LIVE 24x7

Get the latest breaking news, politics, crime, education, business, sports, entertainment, weather.


ODISHA LIVE 24x7

ପବିତ୍ର ରକ୍ଷା ବନ୍ଧନର ଶୁଭ ଅବସରରେ ODISHA LIVE 24x7ପରିବାର ପକ୍ଷରୁ ଆପଣ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା

#ODISHALIVE24x7.
ODISHA LIVE 24x7

3 weeks ago | [YT] | 1

ODISHA LIVE 24x7

ବନ୍ୟା ଆଶଙ୍କାରୁ ଯାଜପୁର ଜିଲ୍ଲାର ସମସ୍ତ ସ୍କୁଲ କାଲି ବନ୍ଦ
ଜିଲ୍ଲାପାଳଙ୍କ ଆଦେଶ କ୍ରମେ 18.08.2026, ମଙ୍ଗଳବାର ଯାଜପୁର ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ସ୍କୁଲ ବନ୍ଦ ରହିବ।
ଏଥିରେ ପ୍ରାଥମିକରୁ ଉଚ୍ଚ ମାଧ୍ୟମିକ ସମେତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ମହିଳା ଆଦର୍ଶ ବିଦ୍ୟାଳୟ ମଧ୍ୟ ସାମିଲ ରହିଛି।

#ODISHALIVE24x7 #Jajpur #OdishaNews
#BreakingNews

1 month ago | [YT] | 1

ODISHA LIVE 24x7

କୋରେଇ IIC ଙ୍କୁ ମିଳିଲା ଆରକ୍ଷୀ ମହାନିର୍ଦ୍ଦେଶକ ଙ୍କ ପଦକ ll

#ODISHALIVE24x7
#koreinews #Korei #newsupdate #koreipolice #policestation #JajpurNews. #jajpur

1 month ago | [YT] | 0