ଆପଣଙ୍କ ଖୁସି ରେ ମୁଁ ଖୁସି 😊ଆପଣଙ୍କ ଭଲପାଇବା ସଦା ସର୍ବଦା ଚିର ଋଣି ହୋଇ ରହିବ 🙏😢
jay jagannath world ra best Lord jagannath🙏⭕‼️⭕ Apnaka asribad thibaru mu amiti agaku jibi apna sabu bele mate amiti bhala paiba dele mu agaku badhibi🙏❤
Thanks my YouTuber families ❤
mo channel re apana God knk ra video paibe🙏


Tanmayee Behera

ନାହିଁ କିଛି ପ୍ରଭୁ ଅରପିବା ପାଇଁ, ସବୁ ତ ତୁମରି ଦାନ ।
ଯାହାକୁ ଯେଭଳି ଯେତେ ଦେଉଅଛ ,କାହାରି ବୁଝେନା ମନ ।
ମିଶାଣ ଫେଡାଣ ଗୁଣନ ହରଣ ,ଚାରି ଶକ୍ତିଶାଳୀ .. ସ୍ତମ୍ଭ।
ଗଣିତରେ ମହା ଅଟ୍ଟାଳିକା ଠିଆ, ବାନ୍ଧିଛୁ ସାହାସ ଦମ୍ଭ ।
ଶୁଭରାତ୍ରୀ ର କାମନା ହେ ହରି , ଆମ୍ଭଙ୍କୁ ସୁଜ୍ଞାନ ହେଉ .
ତୁମ୍ଭ ଚରଣରେ ଧ୍ୟାନ ରଖିନିତ୍ୟ, ଏ ଜୀବନ ବିତିଯାଉ:

II ଜୟ.ଜଗନ୍ନାଥ . II

2 months ago | [YT] | 3

Tanmayee Behera

Maa 🥹❤️‍🩹

8 months ago | [YT] | 7

Tanmayee Behera

Full of enjoy 😊❤

10 months ago | [YT] | 7