WELCOME TO SIPRAMIT ODIA VLOGS🙏🏻🫰🏻❣️
NEW VIDEO EVERYDAY ✔️11 A.M⏰
ଯଦି ଆପଣ ନୂଆ ଆମର YOUTUBE ପରିବାରରେ ତାହାଲେ ଶୀଘ୍ର CHANNELକୁ SUBSCRIBE କରିଦିଅନ୍ତୁ🔔🙏🏻
ଆପଣମାନଙ୍କ ଭଲପାଇବା ଆଉ ଆଶ୍ରୀବାଦ ଆମକୁ ସବୁବେଳେ ଦରକାର ଆଗକୁ ବଢିବା ପାଇଁ🙏🏻
OUR CHANNEL IS ABOUT OUR LIFESTYLE VLOGS,DAILY VLOGS,TRAVEL VLOGS,COOKING VLOGS,FOOD VLOGS,CHALLENGING,PRANKS & LOTS OF ENTERTAINING VLOGS ETC….
Any Type of Business Queries :-
📩 - pandasipra359@gmail.com
☎️ - +91 9692342992
Sipramit Odia Vlogs🧿
ଚାହୁଁ ଚାହୁଁ ମାସେ ହେଇଗଲା ଆଜିକୁ ସେଇ ଶନିବାର ସେଇ ୨୮ ତାରିଖ😭💔
ଏଯାଏଁ ଲାଗୁଛି କିଛି ହେଇନି ଭାଇ ତୁ ଠିକ୍ ଠାକ୍ ଅଛୁ ଆମେ ପୁଣି ଦେଖା ହବା ରାତିରେ Call କରିକି କହିବୁ ମିକୁନ୍ ଭାଇ ତ୍ରିଷ୍ନାର ମୋର ଯାଉଛୁ ଏବେ😭ଆଉ ଆସିକି ରାତିରେ ପହଞ୍ଚିବୁ ଆମେ ଗପିବା ବହୁତ୍😭😭
ତୁ ନାହୁଁ ବୋଲି ଆଉ କେହି ରାତିରେ Call କରୁନାହାନ୍ତି କି ଘରକୁ ମୋର ଆସୁନାହାନ୍ତି😭😭😭💔💔💔
ବିଶ୍ୱାସ କରିପାରୁନି ଏ କଠୋର ସତକୁ ମୁଁ💔😭
କାସ୍ ଏମିତି କିଛି ଚମତ୍କାର ହୁଅନ୍ତା ତୁ ଫେରିଆସନ୍ତୁ
ଆଉ ଥରେ ଫେରିଆସିଲେ ତତେ କେହି ବି ଯିବାକୁ ଦିଅନ୍ତୁନି😭😭
କ’ଣ କହିବି ଯାଣିପାରୁନି କ’ଣ କରିଦେଲେ ଭଗବାନ୍🥺
ଯୋଉଠି ବି ଥା ଆମ ପାଖରେ ଥା ଆମକୁ ଦେଖୁଥା ଆମକୁ ତୋର Presence feel କରା ସବୁବେଳେ
ସମସ୍ତେ ତତେ ଆମେ ଝୁରୁଛୁ ଭାଇ ବହୁତ କଷ୍ଟ ନିଜେ ପାଇକି ଗଲୁ ଆଉ ଆମକୁ ଦେଇକି ଗଲୁ ଲୋ ଭାଇ😭😭😭
#missyoubhai #loveubhai #justiceforrahulbhai #foreverlove
1 day ago | [YT] | 5,399
View 14 replies
Sipramit Odia Vlogs🧿
ସମସ୍ତେ ତତେ ସବୁବେଳେ ଝୁରୁଛନ୍ତି ଆଉ ମଲା ଯାଏ ଝୁରିବେ କାହିଁକି ନା ତୁ ଆମ ଜୀବନର ଏମିତି ମଣିଷ ଏମିତି ଗୋଟେ Part ତତେ ଆମେ କେହି କେବେ ଭୁଲିପାରିବୁ ନାହିଁ😭🙏🏻 ! ସବୁବେଳେ ମନରେ ତୁ ଆମର ରହିଥିବୁ ଭାଇ🙏🏻😭 !
5 days ago | [YT] | 4,894
View 21 replies
Sipramit Odia Vlogs🧿
ଲାଗୁଛି ଯେମିତି ତୁ ଫଟୋ ଉଠେଇବାକୁ ଚାହିଁତୁ camera କୁ ଭାଇ ଆଉ ହସୁଛୁ ହେଲେ ମୁଁ ହସି ପାରୁନି କାହିଁକି ନା ତୁ ମତେ ଦେଖିପାରୁଛୁ ଯୋଉଠି ବି ଅଛୁ ହେଲେ ମୁଁ ତତେ ପାଖରେ ଆଉ ଆଗ ପରି ପାଉନାହିଁ😭🥹😭 !!
ବହୁତ୍ ଜଲ୍ଦି ଚାଲିଗଲୁ ଆମକୁ ଛାଡିକି ଏକା କରିକି ଭାଇ😭🙏🏻 !!
Miss you always❤️
5 days ago | [YT] | 4,484
View 12 replies
Sipramit Odia Vlogs🧿
Miss you always Rahul Bhai And Love you always🙏🏻😭 !
ଆମ ପାଖରେ ସବୁବେଳେ ଥା🙏🏻 !
5 days ago | [YT] | 3,123
View 5 replies
Sipramit Odia Vlogs🧿
Miss you so much mo bhai🙏🏻😭🙏🏻 !
ବଡ ହେଇକି ତୋ ଠୁ ଏ ଦିନ ଦେଖିବି କେବେ ସ୍ୱପ୍ନରେ ଭାବିନଥିଲି😭🙏🏻 !
ଯୋଉଠି ବି ଥା ଭଲରେ ଥା ଆଉ ଆମକୁ ଏମିତି ତୋର Presence feel କରଉ ଥା ଯେମିତି ଏଯାଏଁ କରଉଛୁ🥹 !
Love you so much Rahul(Mikun Bhai)😘❤️🪬 !
5 days ago | [YT] | 3,810
View 6 replies
Sipramit Odia Vlogs🧿
କେମିତି ଲାଗୁଛି ?😍
1 week ago | [YT] | 232
View 5 replies
Sipramit Odia Vlogs🧿
କେମିତି ଲାଗୁଛି ?🥰
1 week ago | [YT] | 3,399
View 5 replies
Sipramit Odia Vlogs🧿
କେମିତି ଲାଗୁଛି ?😍
1 week ago | [YT] | 320
View 4 replies
Sipramit Odia Vlogs🧿
କେମିତି ଲାଗୁଛି Photo ?😍🥰🤩
1 week ago | [YT] | 2,605
View 3 replies
Sipramit Odia Vlogs🧿
Kemiti laguchi photo ?😍
1 week ago | [YT] | 538
View 4 replies
Load more