Utkala Khabar

ବଡ଼ ଅପଡେଟ ଦେଲା IMD: ୨୩ରେ ବାତ୍ୟା, ୨୪ରେ ଲ୍ୟାଣ୍ଡଫଲ୍‌ !

1 year ago | [YT] | 0

Utkala Khabar

ପବିତ୍ର ଶାରଦୀୟ ଦୁର୍ଗା ପୂଜା ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ମା' ଦୁର୍ଗା ସମସ୍ତଙ୍କୁ ସୁଖ, ଶାନ୍ତି ଓ ସମୃଦ୍ଧିର ଆଶୀର୍ବାଦ ପ୍ରଦାନ କରନ୍ତୁ।
#DurgaPuja2024

1 year ago | [YT] | 0

Utkala Khabar

ହାୱଡା-ମୁମ୍ବାଇ ମେଲ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ : ରେଲୱେ ପକ୍ଷରୁ ଜାରି ହେଲା ହେଲ୍ପଲାଇନ୍ ନମ୍ବର

ରେଲୱେ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି ।
ଟାଟାନଗର ହେଲ୍ପଲାଇନ ନମ୍ବର- ୦୬୫୭୨୨୯୦୩୨୪
ଚକ୍ରଧରପୁର -୦୬୫୮୭୨୩୮୦୭୨
ରାଉରକେଲା – ୦୬୬୧୨୫୦୧୦୭୨
ହାୱଡା – ୯୪୩୩୩୫୭୯୨୦
ରାଞ୍ଚି- ୦୬୫୧୨୭୮୭୧୧

2 years ago | [YT] | 0

Utkala Khabar

ଗୁରୁବାର ଖୋଲିବ ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର, ସକାଳ ୯ଟା ୫୧ରୁ ୧୨ଟା ୧୫ ଶୁଭ ମୁହୂର୍ତ୍ତ
#RathaYatra #RatnaBhandar #srimandir_puri

2 years ago | [YT] | 0