This is the official YouTube channel of Manas Choudhury. #manaschoudhury #india #odisha


Manas Choudhury

7 months ago | [YT] | 14

Manas Choudhury

ଆଗରୁ ଜିତିଥିଲୁ, ଏବେ ଜିତିଚୁ ଓ ଆଗକୁ ଜିତିବୁ।

#IndianArmedForces

7 months ago | [YT] | 6

Manas Choudhury

ଆଗରୁ ଜିତିଥିଲୁ, ଏବେ ଜିତିଚୁ ଓ ଆଗକୁ ଜିତିବୁ।

#IndianArmedForces

7 months ago (edited) | [YT] | 8

Manas Choudhury

अनुराग ठाकुर के झूठे आरोप पर करारा तमाचा

11 months ago | [YT] | 0

Manas Choudhury

ପବିତ୍ର ଗୁରୁଦିବସ ତଥା ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୟନ୍ତୀ ଅବସରରେ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି । ଜ୍ଞାନ ରୂପକ ଆଲୋକରେ ଜୀବନକୁ ପରିପୂର୍ଣ୍ଣ କରି ବ୍ୟକ୍ତିତ୍ୱ ନିର୍ମାଣ, ସୁସ୍ଥ ସମାଜ ଗଠନ ଦିଗରେ ଗୁରୁମାନଙ୍କ ଅବଦାନ ଅତୁଳନୀୟ।
#TeachersDay

1 year ago | [YT] | 195

Manas Choudhury

May the blessings of Krishna bring you happiness and prosperity.
#HappyJanmashtami

1 year ago | [YT] | 143

Manas Choudhury

ଆମ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ସମରଝୋଳ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ସମ୍ବାଦ ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଏବଂ ମର୍ମାହତ l ଶ୍ରୀ ସାଇନାଥଙ୍କ ନିକଟରେ ସେମାନଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରୁଅଛି ।
#berhampur #accident #condolence #gangam

1 year ago | [YT] | 40

Manas Choudhury

Remembering Former Prime Minister of India Rajiv Gandhi on his Birth Anniversary...

1 year ago | [YT] | 103

Manas Choudhury

ମୋ ଗୁରୁ ଶ୍ରୀ Soumya Ranjan Patnaik ଙ୍କ ଜନ୍ମ ଦିନରେ ତାଙ୍କୁ ମୋ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ। ପ୍ରଭୁ ସାଇନାଥ ଙ୍କ ପାଖରେ ପାର୍ଥନା ଆପଣଙ୍କୁ ସୁସ୍ଥ ଓ ଦୀର୍ଘାୟୁ କରନ୍ତୁ ।

1 year ago | [YT] | 135

Manas Choudhury

Congratulations to ISRO—Indian Space Research Organisation—on the successful launch of the third developmental flight of the Small Satellite Launch Vehicle (SSLV) from the Satish Dhawan Space Centre in Sriharikota. This launch placed the EOS-08 and multiple other satellites into orbit, enhancing the country's space capabilities and its ability to develop advanced small satellites.
#IndianSpaceResearchOrganisation #ISRO #SSLV

1 year ago | [YT] | 25