Namaste dosto🙏(ନମସ୍କାର ବନ୍ଧୁଗଣ!)🙏
jay jagannath ⭕‼️⭕
welcome to my youtube channel ♥️
i'm (Prachi) and this is my youtube channel ମୁଁ ମୋ ଜୀବନର ଛୋଟ ବଡ଼ କଥା,Daily Routine, Vlogs ଶେୟାର କରେ।
ମୋର ଲକ୍ଷ୍ୟ ହେଲା ଆପଣଙ୍କ ମୁହଁରେ ହସ ଆଣିବା ଆଉ ମୋ Journey ମାଧ୍ୟମରେ ଆପଣଙ୍କୁ motivate କରିବା। ଏହି ଚ୍ୟାନେଲରେ ଆପଣଙ୍କୁ ଦେଖିବାକୁ ମିଳିବ:
✨ Daily Life Vlogs
🏠 My Routine & Lifestyle
🥘 Quick Recipes & Tips
🛍️ Shopping & Hauls
ଯଦି ଆପଣ ଏହି ଚ୍ୟାନେଲରେ ନୂଆ, ତେବେ ମୋ family members ହେବା ପାଇଁ ମୋ channel କୁ Subscribe ନିଶ୍ଚୟ କରନ୍ତୁ! ❤️
ପ୍ରତି ଦିନ ନୂଆ ନୁଆ ଭିଡିଓ ଆସିବ!
So Like👉comment👉 share
🙏⭕‼️⭕Jay jagannath⭕‼️⭕
Prachi’s Daily Diary
ନମସ୍କାର ବନ୍ଧୁଗଣ! ମୋର ଏହି YouTube ଚ୍ୟାନେଲକୁ ଆପଣଙ୍କୁ ସ୍ଵାଗତ । ଏଠାରେ ଆପଣ ମୋର ଦୈନନ୍ଦିନ ଜୀବନର କିଛି ମିଠା ଅନୁଭୂତି, ବୁଲାବୁଲି ଏବଂ ଛୋଟ ଛୋଟ ଖୁସିର ଭିଡିଓ ଦେଖିବାକୁ ପାଇବେ । ଯଦି ଆପଣଙ୍କୁ ମୋର ଭିଡିଓ ଭଲ ଲାଗୁଛି, ତେବେ ଚ୍ୟାନେଲକୁ Subscribe କରି ଆମ ପରିବାରର ସଦସ୍ୟ ହୁଅନ୍ତୁ । ଧନ୍ୟବାଦ!"
4 days ago | [YT] | 5
View 1 reply
Prachi’s Daily Diary
Hi everyone, welcome to my new YouTube Community. Now you can post on my channel too. To get started, tell me in a post what you'd like to see next on my channel.
Visit my Community: youtube.com/@prachi_singh143/community
1 month ago | [YT] | 7
View 1 reply