Laxmi Prasad Mahapatra 

“ରଖିଲେ ରଖ ଜଗନ୍ନାଥ ଆଉ ନାହିଁ ରଖନ୍ତା
ତୁମ୍ଭେ ନ ରଖିଲେ ଭାସିଲି ଶୁଣି ହୁଅ ଅଚିନ୍ତା"
ଜଗତ ର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ମା କଟକ ଚଣ୍ଡୀ ଙ୍କ ଦୟା ରୁ ସମସ୍ତେ ସୁସ୍ଥ ଏବଂ ନୀରୋଗ ରେ ରହିଥାନ୍ତୁ। ଆପଣଙ୍କ ସ୍ନେହ, ଶ୍ରଦ୍ଧା ଏବଂ ଆଶୀର୍ବାଦ ପାଇଁ ଆମେ ସବୁବେଳେ ଆପଣଙ୍କର ୠଣୀ। ଆପଣଙ୍କ ଜୀବନ କୁ ଆଧ୍ୟାତ୍ମିକତା ରେ ଭରିଦେବା ସହିତ ଆପଣଙ୍କ ନିକଟ ରେ ବିଶ୍ଵ ର ସର୍ବ ପୁରାତନ ସନାତନ ଧର୍ମ ର ବାର୍ତ୍ତା ପହଞ୍ଚାଇବା ଏବଂ ସମଗ୍ର ବିଶ୍ଵ କୁ ଜଗନ୍ନାଥମୟ କରିବା ର ମହତ୍ ଉଦ୍ଦେଶ୍ୟ ନେଇ ଆପଣଙ୍କ ନିକଟ ରେ ଉପସ୍ଥାପିତ କରୁଛୁ Laxmi Prasad Mahapatra ୟୁଟ୍ୟୁବ୍ ଚ୍ୟାନେଲ୍।
ଆମ ସହିତ ଅଧିକ ରୁ ଅଧିକ ଯୋଡ଼ି ହୁଅନ୍ତୁ ଏବଂ ଚ୍ୟାନେଲ୍ କୁ subscribe କରନ୍ତୁ ଏବଂ ଭିଡ଼ିଓ ଗୁଡ଼ିକ ବହୁମାତ୍ରା ରେ share କରିବା ସହିତ ଆପଣଙ୍କ ସୁଚିନ୍ତିତ ମତାମତ ଦିଅନ୍ତୁ।
ଜୟ ଜଗନ୍ନାଥ 🚩🙏🏻
For more information or to get in touch with us please email laxmiprasadmahapatra.071@gmail.com or call +91-8847803572.


Laxmi Prasad Mahapatra

Shri Rama Charita | Odia Ramayan | Odia Bhagabata | ଶ୍ରୀ ରାମ ଚରିତ | ସମ୍ପୂର୍ଣ ଓଡ଼ିଆ ରାମାୟଣ
https://youtu.be/Jg-j3t6n8Uc

1 year ago | [YT] | 3

Laxmi Prasad Mahapatra

“ राम दूत अतुलित बल धामा
अंजनी पुत्र पवनसूत नामा ”

#JayHanuman #Rambhakt #Devotional

1 year ago | [YT] | 37

Laxmi Prasad Mahapatra

ମହାପ୍ରଭୁ ଜଗନ୍ନାଥ ଙ୍କ ପବିତ୍ର ଘୋଷଯାତ୍ରା ର ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଛା।

ଶୁଣନ୍ତୁ ଏ ଭାବ ର ଭଜନ
ଜୟ ଜଗନ୍ନାଥ

#rathayatra #odiabhajan

https://youtu.be/92N0J5srJaU?si=Wwhkx...

2 years ago | [YT] | 3

Laxmi Prasad Mahapatra

ଜୟ ଜଗନ୍ନାଥ

ଆସନ୍ତା ରବିବାର ସକାଳ ୭.୦୦ ଘଟିକା ରେ ଶୁଭମୁକ୍ତି।
ମହାପ୍ରଭୁ ଙ୍କର ରଥଯାତ୍ରା ମହୋତ୍ସବ ର ଆକର୍ଷଣୀୟ ଏବଂ ଉତ୍କୃଷ୍ଟ ଭାଗ ଏ ଲକ୍ଷ୍ମୀ ଜଗନ୍ନାଥ କଳି । ନୀଳାଦ୍ରି ମଣ୍ଡପ କୁ ଫେରିବା ବେଳେ ମହାପ୍ରଭୁ ଙ୍କୁ କବାଟ କିଳିବେ ସିନ୍ଧୁ ରାଜଜେମା ଭଗବତୀ ଲକ୍ଷ୍ମୀ ସାଆନ୍ତାଣୀ । ଅଭିମାନିନୀ ମାଆ ଙ୍କର ମାନ ଭଞ୍ଜନ କରିବେ ମହାପ୍ରଭୁ କାଳିଆ ସାଆନ୍ତ।
କଥା ଅଛି ଏ କଳି କୁ ଶୁଣିଲେ ଦାମ୍ପତ୍ୟ ରେ କଳହ ରହେନାହିଁ।

#Rathayatra #JayJagannath #laxmijagannathakali

2 years ago | [YT] | 9

Laxmi Prasad Mahapatra

କରୁଣା ବରୁଣାଳୟ କୃପାସିନ୍ଧୁ ମଣିମା।

https://youtu.be/1jrO_VYAKF8?si=avA9P...

#jagannath #viral #trending

2 years ago (edited) | [YT] | 6

Laxmi Prasad Mahapatra

ଗଣିଆ ବିରାଜିତ ପ୍ରଭୁ ଶ୍ରୀ ରଘୁନାଥ ଙ୍କ ଦର୍ଶନ

ଜୟ ଶ୍ରୀ ରାମ।
ଜୟ ଜଗନ୍ନାଥ।
ଶୁଭ ସକାଳ

#gania #shreeram #jayhanuman

2 years ago | [YT] | 15

Laxmi Prasad Mahapatra

ଜୟ ହେ ପତିତ ପାବନ
ବଳି ଦୁଆରେ ବାମନ

ଜୟ ଜଗନ୍ନାଥ

2 years ago | [YT] | 7

Laxmi Prasad Mahapatra

ଦର୍ଶନ କରନ୍ତୁ ମା ମହାଲକ୍ଷ୍ମୀ ଙ୍କୁ।

‪@HighlightReelSports‬ #jagannath #maalaxmi

2 years ago | [YT] | 8