Welcome to newstoday_live(NT_LIVE) . We're the one-stop shop for the latest news and current events. We post new stuffs every day, covering a wide range of topics including politics, business, education, and more. Subscribe to our channel to stay informed and engaged with the world around you.
Here are some of the things you can expect to find on our channel:
• Daily news updates
• In-depth analysis of current events
• Interviews with experts and policymakers
• Thought-provoking commentary and opinion pieces
• Subscribe today and never miss a story!
#newstodayliveodia
#NT_LIVE_ODIA
#newstodaylive
#NT_LIVE
NewsTodayLive
ପବିତ୍ର ନୀଳାଦ୍ରିବିଜେ ଓ ରସଗୋଲା ଦିବସ ଅବସରରେ ସମସ୍ତଙ୍କୁ NEWSTODAY_LIVE ପରିବାର ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
#RasagolaDibasa #niladribije #puri #jagannathtemple #jagannath #laxmi #rasagola #rasagoladibasa @newstoday_live
1 year ago | [YT] | 5
View 0 replies
NewsTodayLive
ଶ୍ରୀଜିଉଙ୍କ ପବିତ୍ର ବାହୁଡା ଯାତ୍ରା ଉପଲକ୍ଷେ News Today Live ପରିବାର ତରଫରୁ ଆପଣଙ୍କୁ ଶୁଭେଚ୍ଛା ଓ ଶୁଭ କାମନା l #BahudaYatra #rathayatra2024
#puri #GundichaTemple #jagannathtemple @newstoday_live
1 year ago | [YT] | 3
View 0 replies
NewsTodayLive
NEWS TODAY_LIVE ପରିବାର ତରଫରୁ ଆପଣଙ୍କୁ ପବିତ୍ର ରଥଯାତ୍ରାର ଅନେକ ଅନେକ ଶୁଭେଚ୍ଛା ଓ ଶୁଭ କାମନା ।
1 year ago | [YT] | 9
View 0 replies
NewsTodayLive
ପବିତ୍ର ‘ଦେବସ୍ନାନ ପୂର୍ଣ୍ଣିମା’ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।
ଜୟ ଜଗନ୍ନାଥ 🙏🙏🙏🙏🙏
#jagannath #jagannathpuri #puri
#jagannathtemple #newstoday_live NewsTodayLive
1 year ago | [YT] | 5
View 0 replies
NewsTodayLive
ବିଶ୍ୱ ସଙ୍ଗୀତ ଦିବସ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।🎶🎶🎼🎻🪕🎙️🎤🎹🎤🔊
#WorldMusicDay #music #NewsTodayLive NewsTodayLive
1 year ago | [YT] | 6
View 0 replies
NewsTodayLive
ଉତ୍ତମ ସ୍ୱାସ୍ଥ୍ୟ ଓ ମାନସିକ ଶାନ୍ତି ପ୍ରଦାନ କରେ ଯୋଗ। ଅନ୍ତର୍ଜାତୀୟ ଯୋଗ ଦିବସର ଶୁଭେଚ୍ଛା ଓ ଶୁଭକାମନା। #yogaday2024 #InternationalYogaDay @NewsToday_Live
1 year ago | [YT] | 2
View 0 replies
NewsTodayLive
ଲୋକପ୍ରିୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଙ୍କ ପରଲୋକ | ସେ ଗାଇଥିବା ସୁମଧୁର ଭକ୍ତି ସଙ୍ଗୀତ ତାଙ୍କୁ ସର୍ବଦା ଶ୍ରୋତାଙ୍କ ହୃଦୟରେ ସ୍ମରଣୀୟ କରି ରଖିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଉଛୁ |
#RIP #ଶାନ୍ତିଲତାବାରିକ #singers
1 year ago | [YT] | 28
View 1 reply
NewsTodayLive
Laxman sivaramakrishnan takes a jibe at R Ashwin ahead of his 100th test
#laxman
#laxmanbarot
#cricket
#cricketlover #cricketers
1 year ago | [YT] | 2
View 0 replies
NewsTodayLive
ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଭବ୍ୟ ସମଲେଇ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଦିବ୍ୟତା ଓ ଭବ୍ୟତାର ସ୍ପର୍ଶରେ ମନ୍ଦିର ଠାରୁ ମହାନଦୀ ଘାଟ ଯାଏଁ ଶୋଭା ପାଉଛି। ପୂର୍ବରୁ ପଶ୍ଚିମ, ଓଡ଼ିଶାରେ ଦିବ୍ୟତା, ଆଧ୍ୟାତ୍ମିକତାର ଭାବମୟ ପରିବେଶ ସୃଷ୍ଟି ହୋଇଛି।
ଏହି ଅବସରରେ ପ୍ରକଳ୍ପର ଶିଳ୍ପୀ ଓ କାରିଗରମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଛନ୍ତି। ଏହି ପ୍ରକଳ୍ପ ଦ୍ବାରା ସମ୍ବଲପୁରର ପର୍ଯ୍ୟଟନ ଅର୍ଥନୀତିରେ ଉନ୍ନତି ଆସିବା ସହ ପଶ୍ଚିମ ଓଡ଼ିଶାର କାରିଗର ଓ ବୁଣାକାର ବେଶ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
#JaiMaaSamlei
#SAMALEIProject
1 year ago | [YT] | 15
View 0 replies
NewsTodayLive
ପଥ ଉତ୍ସବ ଏଥର ପୋଖରୀପୁଟ ରେ
1 year ago | [YT] | 8
View 0 replies
Load more