Official account of #SubhadraShakti.

#EmpoweredWomen #EmpoweredOdisha #ViksitOdisha


Subhadra Shakti

ତା. ୦୮.୦୭.୨୦୨୬ରେ ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାର ୧୫୦ ଜଣ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଯୋଗଦେଇଛନ୍ତି।

ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ଅଧିକରୁ ଅଧିକ 'ଲକ୍ଷପତି ଦିଦି' ଓ 'ମହାଲକ୍ଷପତି ଦିଦି' ସୃଷ୍ଟି ଏବଂ ମହିଳା ଉଦ୍ୟୋଗୀମାନଙ୍କୁ ଆଧୁନିକ ବ୍ୟବସାୟିକ କୌଶଳରେ ସଶକ୍ତ କରି ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମିଶନ ଶକ୍ତି ବିଭାଗ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହେବ।

#SubhadraShakti #EmpoweredWomen #EmpoweredOdisha #LakhpatiDidi #ViksitOdisha

‪@pmoindia‬ ‪@NarendraModi‬ ‪@CMOOdisha‬ ‪@PravatiPOdisha‬ ‪@IPROdisha‬

6 days ago | [YT] | 149

Subhadra Shakti

Empowered women are driving Odisha's digital transformation!

The 7th batch of Digi Shakti Training was successfully completed in Gop Block, Puri district, with the participation of 34 Community Resource Persons. The training equips women with essential digital skills to strengthen financial inclusion, digital governance and entrepreneurship, enabling them to further support women across their communities.

#SubhadraShakti #DigitalEmpowerment #EmpoweredWomen #EmpoweredOdisha #ViksitOdisha

‪@pmoindia‬ ‪@NarendraModi‬ ‪@CMOOdisha‬ ‪@PravatiPOdisha‬ ‪@IPROdisha‬

1 week ago | [YT] | 115

Subhadra Shakti

ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ କରକମଳରେ ଆଜି ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନରେ ରାଜ୍ୟସ୍ତରୀୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ ହୋଇଛି। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାର ନିମାପଡ଼ା ଓ ଗୋପ ବ୍ଲକ୍‌ର ୧୯୦ ଜଣ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଅଂଶଗ୍ରହଣ କରିଥିଲେ। ଏହି ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାର ପ୍ରାୟ ୪,୫୦୦ ଜଣ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ପ୍ରଶିକ୍ଷଣ ଗ୍ରହଣ କରିବେ।

ଏହି ଅବସରରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ନିମାପଡ଼ା ଓ ଗୋପ ବ୍ଲକ୍‌ର ୭ ଜଣ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ପରିଚୟପତ୍ର ପ୍ରଦାନ କରିଥିଲେ। ରାଜ୍ୟର ୬୨,୩୪୧ ଜଣ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ପର୍ଯ୍ୟାୟକ୍ରମେ ପରିଚୟପତ୍ର ପ୍ରଦାନ କରାଯିବ। ଏହି ପଦକ୍ଷେପ କ୍ଷେତ୍ରସ୍ତରରେ ସେମାନଙ୍କ ଦକ୍ଷତା, ପରିଚୟ ଏବଂ ମହିଳା ସଶକ୍ତିକରଣରେ ସେମାନଙ୍କ ଅବଦାନକୁ ଆହୁରି ସୁଦୃଢ଼ କରିବ।

#SubhadraShakti #EmpoweredWomen #EmpoweredOdisha #ViksitOdisha

‪@pmoindia‬ ‪@NarendraModi‬ ‪@CMOOdisha‬ ‪@PravatiPOdisha‬ ‪@IPROdisha‬

1 week ago | [YT] | 143

Subhadra Shakti

ଆଜି ତା ୧୬.୦୬.୨୦୨୬ରିଖରେ ମିଶନ ଶକ୍ତି ଭବନରେ ଜିଲ୍ଲାରୁ ଆସିଥିବା ୩୦୦ରୁ ଉର୍ଦ୍ଧ୍ବ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ସହ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ବାର୍ତ୍ତାଳାପ କରିଛନ୍ତି । ସେମାନଙ୍କ କାର୍ଯ୍ୟ ଅନୁଭୂତି, ସଫଳତା ଓ କ୍ଷେତ୍ରସ୍ତରର ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରି ମାନ୍ୟବର ଉପମୁଖ୍ୟମନ୍ତ୍ରୀ, କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ମିଶନ ଶକ୍ତିର କାର୍ଯ୍ୟକ୍ରମକୁ ଆହୁରି ପ୍ରଭାବଶାଳୀ କରାଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

#SubhadraShakti #EmpoweredWomen #EmpoweredOdisha #ViksitOdisha

‪@pmoindia‬ ‪@NarendraModi‬ ‪@CMOOdisha‬ ‪@PravatiPOdisha‬ ‪@IPROdisha‬

4 weeks ago | [YT] | 404

Subhadra Shakti

ଆସନ୍ତା ୨୧–୩୦ ଜୁନ୍ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତରେ ଆୟୋଜିତ ହେବ ‘ସୁଭଦ୍ରା ଶକ୍ତି ସମାବେଶ’। ଏହାର ସଫଳ ଆୟୋଜନ ପାଇଁ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଆଜି ମିଶନ ଶକ୍ତି ଭବନଠାରେ ସମସ୍ତ ଜିଲ୍ଲାର କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କ ସହ ଭର୍ଚୁଆଲ୍ ମାଧ୍ୟମରେ କାର୍ଯ୍ୟ ପ୍ରସ୍ତୁତିର ସମୀକ୍ଷା କରି କାର୍ଯ୍ୟକ୍ରମକୁ ଆହୁରି ତ୍ୱରାନ୍ୱିତ କରିବା ସହ ଏହାର ସୁଚାରୁ ଓ ସଫଳ ଆୟୋଜନ ନିଶ୍ଚିତ କରିବାକୁ ଆହ୍ୱାନ ଜଣାଇଛନ୍ତି ।

#SubhadraShakti #MissionShakti #EmpoweredWomen #EmpoweredOdisha #WomenEmpowerment #ViksitOdisha

‪@pmoindia‬ ‪@NarendraModi‬ ‪@CMOOdisha‬ ‪@PravatiPOdisha‬ ‪@IPROdisha‬

4 weeks ago | [YT] | 283

Subhadra Shakti

On 08.06.26, a new #SubhadraShakti Cafe was inaugurated at the Patia Hospital premises. Operated by Siddhi Binayak SHG.The cafe will provide hygienic, nutritious & affordable food, refreshments to patients’ attendants, hospital staff & visitors.

The Subhadra Shakti initiative promotes women’s economic empowerment while creating sustainable livelihood opportunities & strengthening women-led enterprises at the grassroots.

#SubhadraShaktiCafe #EmpoweredWomen #EmpoweredOdisha #WomenLedEnterprise #ViksitOdisha

‪@pmoindia‬ ‪@NarendraModi‬ ‪@CMOOdisha‬ ‪@PravatiPOdisha‬ ‪@IPROdisha‬

1 month ago | [YT] | 184

Subhadra Shakti

Swayang Sampurna WFPC is making its way across continents!🌍

9.5 quintals of premium Amrapali mangoes🥭 have been exported to London by Swayang Sampurna FPO, Jashipur-Karanjia, Mayurbhanj, promoted under APC Programme and supported by the Department of Mission Shakti.

These women entrepreneurs are transforming local produce into global opportunities, strengthening livelihoods and putting Odisha’s agricultural excellence on the world map.

#SubhadraShakti #LocalToGlobal #EmpoweredWomen #EmpoweredOdisha #ViksitOdisha

‪@pmoindia‬ ‪@NarendraModi‬ ‪@CMOOdisha‬ ‪@PravatiPOdisha‬ ‪@IPROdisha‬

1 month ago | [YT] | 169

Subhadra Shakti

Turning Awareness into Action. Empowering Every Girl.

On the occasion of Menstrual Hygiene Day 2026, awareness activities were organised at Cluster level Federations by Odisha Livelihoods Mission under FNHW programme to promote safe menstrual hygiene practices and break the social taboos surrounding menstruation.

#MenstrualHygieneDay2026 #MissionShakti #OdishaLivelihoodsMission #FNHW #EmpoweredWomen #EmpoweredOdisha #ViksitOdisha #HealthyFuture

‪@pmoindia‬ ‪@NarendraModi‬ ‪@CMOOdisha‬ ‪@PravatiPOdisha‬ ‪@IPROdisha‬

1 month ago | [YT] | 171

Subhadra Shakti

During this season,Maa Tarani SHG of Dhaulakhaman village under Bargad GP, Sadar Block, Sundargarh, successfully harvested 4 quintals of fish through fish farming.
Through convergence model & collective efforts, the group generated an income of ₹80,000, strengthening sustainable livelihoods & enhancing economic security for its members.

#SubhadraShakti #LakhpatiDidi #EmpoweredWomen #EmpoweredOdisha #ViksitOdisha

‪@pmoindia‬ ‪@NarendraModi‬ ‪@CMOOdisha‬ ‪@PravatiPOdisha‬ ‪@IPROdisha‬

1 month ago | [YT] | 165