Welcome to our channel ❤️💞♥️


Here you will watch Romantic ❤️ Love 💕 and Sad 💔 emotional short stories that touch your heart. Every video shows the beauty of true love, feelings, and relationships.


If you love romantic moments, emotional stories, and heart-touching shorts, then this channel is perfect for you.


👉 Subscribe now for daily Love & Emotional YouTube Shorts.


Dil Ki Kahani

ଓଡ଼ିଆ ନବବର୍ଷର ଅନେକ ଅନେକ ଶୁଭେଚ୍ଛା ✨
ପବିତ୍ର ପଣା ସଂକ୍ରାନ୍ତି ଅବସରରେ ଭଗବାନ Jagannath ଙ୍କ ଅଶୀର୍ବାଦ ସଦା ଆପଣଙ୍କ ସହିତ ରହୁ 🙏

3 weeks ago | [YT] | 1

Dil Ki Kahani

26 ଜାନୁଆରୀ — ଆମ ଦେଶର ଗର୍ବର ଦିନ 🇮🇳
ଏହି ଦିନ ଆମେ ଭାରତୀୟ ସମ୍ବିଧାନକୁ ଗ୍ରହଣ କରିଥିଲୁ
ଯାହା ଆମକୁ ଅଧିକାର, କର୍ତ୍ତବ୍ୟ ଓ ସମାନତା ଦେଇଛି।
ଆସନ୍ତୁ ଆଜି
ସମସ୍ତ ସ୍ୱାଧୀନତା ସଂଗ୍ରାମୀ ଓ ସେନା ବୀରମାନଙ୍କୁ
ହୃଦୟରୁ ପ୍ରଣାମ କରିବା 🙏
ଗଣତନ୍ତ୍ର ଦିବସର ହାର୍ଦ୍ଦିକ ଶୁଭେଚ୍ଛା 🇮🇳
ଜୟ ହିନ୍ଦ | ବନ୍ଦେ ମାତରମ୍

26 जनवरी – गणतंत्र दिवस की हार्दिक शुभकामनाएं 🇮🇳
हमारा संविधान हमारी पहचान है,
हमारा गणतंत्र हमारा गर्व।
आइए एकजुट होकर देश की एकता, सम्मान और लोकतंत्र को और मज़बूत करें।
जय हिंद | वंदे मातरम् 🇮🇳

2 months ago | [YT] | 1

Dil Ki Kahani

🙏 Happy New Year 2026 🙏
Aap sabke pyaar aur support ke bina yeh safar mumkin nahi tha ❤️
Naye saal me aur bhi behtar kahaniyaan lekar aaunga 🎬


🙏 ନୂଆ ବର୍ଷର ଶୁଭେଚ୍ଛା 🙏
ଆପଣମାନଙ୍କର ପ୍ରେମ ଓ ସହଯୋଗ ମୋ ପାଇଁ ସବୁଠାରୁ ବଡ଼ ଉପହାର ❤️
ଏହି ନୂଆ ବର୍ଷ ଆପଣଙ୍କୁ ସୁଖ ଓ ସଫଳତା ଦେଉ 🌸

ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏🙏🙏🙏

4 months ago | [YT] | 2

Dil Ki Kahani

🕉️ ଶ୍ରୀ ଜଗନ୍ନାଥ ସ୍ଲୋକ
ନୀଳାଚଳ ନିବାସାୟ
ନିତ୍ୟାୟ ପରମାତ୍ମନେ ।
ବଳଭଦ୍ର ସୁଭଦ୍ରାଭ୍ୟାଂ
ଜଗନ୍ନାଥାୟ ତେ ନମଃ ॥

🌼 ଅର୍ଥ (ଓଡ଼ିଆରେ)
ଯିଏ ନୀଳାଚଳ (ଶ୍ରୀକ୍ଷେତ୍ର ପୁରୀ) ରେ ବିରାଜମାନ,
ଯିଏ ସଦାକାଳ ଅବିନାଶୀ ପରମାତ୍ମା,
ଯିଏ ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ବିରାଜିତ,
ସେଇ ଜଗତ୍ନାଥ ପ୍ରଭୁଙ୍କୁ ମୋର ଶତ ଶତ ନମସ୍କାର।

4 months ago | [YT] | 5

Dil Ki Kahani

🌟 ପୁରୀ ଜଗନ୍ନାଥ ମନ୍ଦିର — ସଙ୍କ୍ଷିପ୍ତ ବିବରଣୀ

ପୁରୀରେ ଅବସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ଭାରତର ପ୍ରସିଦ୍ଧ ଚାରିଧାମ ମଧ୍ୟରୁ ଗୋଟିଏ। ଏଠାରେ ଭଗବାନ ଜଗନ୍ନାଥ, ସୁଭଦ୍ରା ଓ ବଳଭଦ୍ରଙ୍କ ଦାରୁ ମୂର୍ତ୍ତିରେ ପୂଜା ହୁଏ। ମନ୍ଦିରଟି ଓଡ଼ିଶାର ଧାର୍ମିକ, ସାଂସ୍କୃତିକ ଓ ଐତିହ୍ୟର ପ୍ରତୀକ।

ପ୍ରତିବର୍ଷ ଏଠାରେ ହେଉଥିବା ରଥଯାତ୍ରା ବିଶ୍ୱବ୍ୟାପୀ ପ୍ରସିଦ୍ଧ, ଯେଉଁଠାରେ ଭଗବାନଙ୍କ ତିନୋଟି ରଥ ଲକ୍ଷୋଧିକ ଭକ୍ତଙ୍କ ମଧ୍ୟରେ ଗଜବ ସମାରୋହରେ ଟାଣାଯାଏ। ମନ୍ଦିରର ମହାପ୍ରସାଦ ସମ୍ପୂର୍ଣ୍ଣ ଭକ୍ତି ଓ ପବିତ୍ରତାର ପ୍ରତୀକ।

ଜଗନ୍ନାଥ ମନ୍ଦିର କେବଳ ଧର୍ମସ୍ଥଳ ନୁହେଁ, ଏହା ଓଡ଼ିଆ ପରମ୍ପରା, କଳା ଓ ସାହିତ୍ୟର ଆଧାରସ୍ଥମ୍ଭ। ଯେଉ ମାନେ ପୁରୀ ଯାଇ ପାରନ୍ତି ନାହିଁ ସେମାନଙ୍କ ପାଇଁ ମଧ୍ୟ ଜଗନ୍ନାଙ୍କୁ ଭକ୍ତି କରନ୍ତି। ଭକ୍ତି ରେ କୁହ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏🙏🙏🙏🙏

4 months ago | [YT] | 3

Dil Ki Kahani

ଶ୍ରୀ ଜଗନ୍ନାଥ ମନ୍ଦିର ର ଉଚ୍ଚତା କେତେ ?/What is the height of Sri Jagannath Temple ?

5 months ago | [YT] | 1

Dil Ki Kahani

ଭାରତ ର ପ୍ରଧାମନ୍ତ୍ରୀ କିଏ/ who is the prime minister of India?

5 months ago | [YT] | 1