Devraj Patri Official

_______ 𝐃𝐞𝐯𝐫𝐚𝐣 𝐏𝐚𝐭𝐫𝐢 𝐎𝐟𝐟𝐢𝐜𝐢𝐚𝐥 ______
ll ସର୍ବେ ଭବନ୍ତୁ ଶୁଖିନଃ , ସର୍ବେ ଶାନ୍ତ ନିରାମୟଃ ll

ନମସ୍କାର 🙏 ,
ମୋର ପ୍ରିୟ ଓଡ଼ିଶା ବାସୀ ,

Devraj Patri Official କୁ ଆପଣ ମାନଙ୍କୁ ସ୍ଵାଗତ । ଏହି Channel ର ମୁଖ୍ୟ ଉଦ୍ଦେଶ୍ୟ ହେଲା - ଏକ ସକରାତ୍ମକ ସାମାଜିକ ପରିବର୍ତ୍ତନ ପାଇଁ ଅନ୍ୟ ମାନଙ୍କୁ ପ୍ରେରିତ କରିବା । ଜନତା ଙ୍କ ସମସ୍ୟା ଓ ସମାଧାନ କୁ ଉପସ୍ଥାପନ କରିବା।

📜ମୁଖ୍ୟ ବିଷୟ :

🪔 ଦାନ -
🕉️ ଧର୍ମ -
📚 ଶିକ୍ଷା -
🏥 ସ୍ବାସ୍ଥ୍ୟ -
♟️ ରାଜନୀତି -
🤝 ସ୍ଵେଚ୍ଛାସେବୀ -
⚖️ ନ୍ୟାୟ & କାନୁନ୍ -
🎯 ପ୍ରେରଣା କାହାଣୀ -
🇮🇳 ସରକାରୀ ଯୋଜନା -


🟠 ଆମର ସଂକଳ୍ପ :

ଏକ ଆଦର୍ଶ ସଂକଳ୍ପ ହିଁ , ଏକ ଆଦର୍ଶ ସମାଜ ଗଠନ ହୋଇଥାଏ । ଏହି Channel ସମ୍ପୂର୍ଣ ରାଷ୍ଟ୍ରଭକ୍ତି ଉଦ୍ଦେଶ୍ୟ ରେ ସମର୍ପିତ । ଯଦି, ଆପଣ ମାନଙ୍କୁ ଆମ କାର୍ଯ୍ୟ ଭଲ ଲାଗୁଥାଏ। ତେବେ ଆଦର୍ଶ ସଂକଳ୍ପ ପରିବାର ର ସଦସ୍ୟ ହୁଅନ୍ତୁ।


👍 Channel କୁ Subscribe କରନ୍ତୁ ।
🔔 Notification ସର୍ବଦା On ରଖନ୍ତୁ ।
💬 Comment ରେ ନିଜର ମତାମତ ପ୍ରଦାନ କରନ୍ତୁ ।