ନମସ୍କାର ସାଙ୍ଗମାନେ 🙏
ଏହା Bickyverse Odia Vlogs ❤️
ମୁଁ ବିକି — ଜଣେ MR (Medical Representative) ।
ଏହି ଚ୍ୟାନେଲରେ ଆପଣମାନେ ଦେଖିବେ 👇
👉 MR ଲାଇଫର ସତ କଥା
👉 ଦୈନିକ ଜୀବନ ଭ୍ଲଗ୍
👉 ଗାଁ ଜୀବନ ଓ ରିଏଲ ଷ୍ଟ୍ରଗଲ୍
👉 ଟ୍ରାଭେଲ୍, କାମ ଓ ସରଳ ଜୀବନ କାହାଣୀ
ମୋ ଉଦ୍ଦେଶ୍ୟ —
👉 ସତ ଜୀବନକୁ କ୍ୟାମେରାରେ ଧରି
👉 ଆପଣମାନଙ୍କ ସହ ଶେୟର କରିବା ❤️
ଯଦି ଓଡ଼ିଆ ଭ୍ଲଗ୍, MR ଲାଇଫ ଓ ରିଏଲ ଲାଇଫ କଣ୍ଟେଣ୍ଟ ଆପଣଙ୍କୁ ଭଲ ଲାଗେ,
ତେବେ ଦୟାକରି Subscribe କରନ୍ତୁ 🔔❤️
ଧନ୍ୟବାଦ
— ବିକି
#Bickyverse
#BickyverseOdiaVlogs
#OdiaVlogs
#MRLife
#MedicalRepresentativeLife
#GaonLife
#OdiaShorts
#DailyVlogs
Bickyverse Odia Vlogs
🔥 ଆଜିର ମ୍ୟାଚ୍ରେ କିଏ ଜିତିବ? 🔥
#CSK #RR #IPL #IPL2026 #Whowillwin #CricketLovers #IPLMatch #T20 #MSDhoni #SanjuSamson
9 hours ago | [YT] | 3
View 2 replies
Bickyverse Odia Vlogs
🌼 ଶ୍ରୀ ରାମ ନବମୀର ଅନେକ ଶୁଭେଚ୍ଛା 🙏
ଆଜିର ଏହି ପବିତ୍ର ଦିନରେ ଭଗବାନ ଶ୍ରୀରାମ ଆପଣମାନଙ୍କୁ ସୁଖ, ଶାନ୍ତି ଓ ସମୃଦ୍ଧି ଦିଅନ୍ତୁ ✨
🚩 ଜୟ ଶ୍ରୀ ରାମ 🚩
👉 Comment re lekha: "Jai Shree Ram" 🙏
❤️ Apananka support mora pain bahut important
📌 Bickyverse Odia Vlogs
#RamNavami #JaiShreeRam #OdiaVlogs #BickyverseOdiaVlogs
#OdiaYouTuber #RamNavami2026 #HinduFestival #OdiaCommunity
#ViralPost #ShortsOdia
3 days ago | [YT] | 10
View 1 reply
Bickyverse Odia Vlogs
🔥 1 ଲକ୍ଷ୍ୟ Views Complete 🔥
ମୋ ଚ୍ୟାନେଲ୍ର ପ୍ରଥମ 1 ଲକ୍ଷ୍ୟ ଭ୍ୟୁସ୍ 🙏
ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ❤️
ଏମିତି ସପୋର୍ଟ ରଖନ୍ତୁ 🙌
Next Target 👉 5 Lakh Views 😎🔥
#1LakhViews #OdiaVlogs #ThankYou #YouTubeShorts #Bickyverse
6 days ago | [YT] | 14
View 0 replies
Bickyverse Odia Vlogs
"ଆମ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ, ଆମ ସଂସ୍କୃତିର ପରିଚୟ - ପଖାଳ। ସମସ୍ତଙ୍କୁ 'ବିଶ୍ୱ ପଖାଳ ଦିବସ'ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ! ❤️🍚"
#PakhalaDibasa #PakhalaDivas2026 #Odisha #OdiaCulture #BickyverseOdiaVlogs #OdiaFood
1 week ago | [YT] | 16
View 0 replies
Bickyverse Odia Vlogs
ଜୟ ଜଗନ୍ନାଥ! 🙏
ସମସ୍ତଙ୍କୁ ହିନ୍ଦୁ ନବ ବର୍ଷର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। 🌸
ମହାପ୍ରଭୁଙ୍କ କୃପାରୁ ଏହି ବର୍ଷ ଆପଣଙ୍କ ପାଇଁ ସୁଖ, ଶାନ୍ତି ଏବଂ ସମୃଦ୍ଧି ନେଇ ଆସୁ। ଆମ Bickyverse Odia Vlogs ପରିବାର ଏମିତି ବଢୁଥାଉ ଏବଂ ଆପଣଙ୍କ ଭଲପାଇବା ଏମିତି ରହିଥାଉ। ❤️✨
#OdiaNabaBarsha #HinduNewYear #BickyverseOdiaVlogs #PanaSankranti #Odisha #OdiaVlogger #NewBeginnings2026
1 week ago | [YT] | 24
View 1 reply
Bickyverse Odia Vlogs
ଏହି ବିଶ୍ୱକପ୍ ବିଜୟର ସବୁଠାରୁ ବଡ଼ ହିରୋ କିଏ? 🏆🏏
#T20WorldCup #TeamIndia #CricketPoll #OdiaVlogger #Bickyverse
3 weeks ago | [YT] | 16
View 1 reply
Bickyverse Odia Vlogs
ଗର୍ବର ମୁହୂର୍ତ୍ତ! 🇮🇳 ଟିମ୍ ଇଣ୍ଡିଆ ର ଐତିହାସିକ ବିଜୟ। ଆମେ ବିଶ୍ୱ ଚାମ୍ପିଅନ୍! 🏆 #TeamIndia #T20WorldCup #Champion
3 weeks ago | [YT] | 24
View 2 replies
Bickyverse Odia Vlogs
କିଏ ଜିତିବ ଫାଇନାଲ୍? | T20 World Cup🏆 | India vs New Zealand
3 weeks ago | [YT] | 15
View 2 replies
Bickyverse Odia Vlogs
ମୋର ସମସ୍ତ BICKYVERSE Family କୁ ହୋଲି ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା! ❤️✨
ଆଶା କରେ ଏହି ରଙ୍ଗର ପର୍ବ ଆପଣଙ୍କ ଜୀବନରେ ଢେର ସାରା ଖୁସି ଓ ସମୃଦ୍ଧି ନେଇ ଆସୁ। ସମସ୍ତେ ସାବଧାନରେ ରୁହନ୍ତୁ ଏବଂ ଖୁସିରେ ହୋଲି ଖେଳନ୍ତୁ! 🌈🙏
#BICKYVERSE #Holi2026 #HappyHoli #OdiaVlog #Odisha #OdiaVlogger #YouTubeCommunity #FestivalOfColors
3 weeks ago | [YT] | 25
View 1 reply
Bickyverse Odia Vlogs
ଆମ Bickyverse Odia Vlogs ପରିବାର 500 Subscribers ପୂରଣ କରିଛି! 🎉❤️
ଏହା କେବଳ ଏକ ସଂଖ୍ୟା ନୁହେଁ, ଏହା ଆମ ପରିବାରର ଭଲପାଇବା ❤️
ଆପଣମାନଙ୍କ ସପୋର୍ଟ ଛଡ଼ା ଏହା ସମ୍ଭବ ହେଉ ନଥାନ୍ତା 🙏
ଏବେ ଲକ୍ଷ୍ୟ — 1000 Subscribers 🚀
ଏଭଳି ସପୋର୍ଟ ଜାରି ରଖନ୍ତୁ ❤️
#500Subscribers #OdiaVlogs #Bickyverse #Odisha #ThankYou #Milestone
1 month ago | [YT] | 18
View 11 replies
Load more